[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Forbesganj
फारबिसगंज
City
Country India
StateBihar
DistrictAraria
Government
 • MLAPADAM PARAG RAI RENU (2010 ELECTION)
Elevation
46 m (151 ft)
Population
 (2011)
 • Total୫୦,୪୭୫
Languages
 • OfficialMaithili, Hindi
Time zoneUTC+5:30 (IST)
PIN
854318
Telephone code+91-6455-22****
Sex ratio1.14 /
Lok Sabha constituencyAraria
Vidhan Sabha constituencyForbesganj
Websitewww.forbesganj.com


ଫାରବିସଗଞ୍ଜ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ବିହାରର ଆରରିଅ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ଫାରବିସଗଞ୍ଜ ୨୬.୨୯୮୬ ଉତ୍ତର ଅକ୍ଷାଂଶ ଓ ୮୭.୨୬୭୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୫୪ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଫାରବିସଗଞ୍ଜ ସହରର ମୋଟ ଜନସଂଖ୍ୟା ୪୧୯୮୨ ଅଟେ ।[୨] ସେଥି ମଧ୍ୟରୁ ୫୩.୨୮% ଜଣ ପରୁଷ ହୋଇଥିବା ବେଳେ ୪୬.୭୨% ଜଣ ନାରୀ ଅଟନ୍ତି । ଫାରବିସଗଞ୍ଜର ସାକ୍ଷରତା ହାର ୬୧.୨୯% ଅଟେ । ଏହା ଜାତୀୟ ହାରଠାରୁ ୩.୫୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୫.୮୫% ପ୍ରତିଶତ ପୁରୁଷ ଓ ୨୫.୪୪% ନାରୀ ଅଟନ୍ତି । ୧୫.୮୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ହିନ୍ଦୀ ଫାରବିସଗଞ୍ଜର ସରକାରୀ ଭାଷା ଅଟେ ।

ପାଣିପାଗ ସମ୍ପାଦନା

Forbesganj
Climate chart (explanation)
JFMAMJJASOND
 
 
10
 
23
10
 
 
14
 
26
12
 
 
9.9
 
31
16
 
 
46
 
34
21
 
 
124
 
34
23
 
 
33
 
33
25
 
 
459
 
32
26
 
 
375
 
33
26
 
 
249
 
32
25
 
 
99
 
32
22
 
 
99
 
29
16
 
 
4.6
 
26
11
Average max. and min. temperatures in °C
Precipitation totals in mm
Source: [୩]

ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଫାରବିସଗଞ୍ଜରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୦.୪ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୯.୪ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୭୦୫.୦ mm/inches ହୋଇଥାଏ ।

Climate data for Forbesganj, ଭାରତ (୧୯୭୧–୨୦୦୦)
Month Jan Feb Mar Apr May Jun Jul Aug Sep Oct Nov Dec Year
ହାରାହାରି ସର୍ବାଧିକ °C (°F) 23.4
(74.1)
26.0
(78.8)
31.3
(88.3)
34.2
(93.6)
33.8
(92.8)
33.1
(91.6)
32.0
(89.6)
32.5
(90.5)
32.0
(89.6)
31.8
(89.2)
29.4
(84.9)
25.6
(78.1)
30.4
(86.7)
ହାରାହାରି ସର୍ବନିମ୍ନ °C (°F) 10.1
(50.2)
12.0
(53.6)
16.2
(61.2)
20.7
(69.3)
23.3
(73.9)
25.1
(77.2)
25.5
(77.9)
25.8
(78.4)
24.8
(76.6)
22.3
(72.1)
16.1
(61)
11.0
(51.8)
19.4
(66.9)
Average rainfall mm (inches) 10.2
(0.402)
14.3
(0.563)
09.9
(0.39)
46.4
(1.827)
124.1
(4.886)
304.3
(11.98)
458.7
(18.059)
374.7
(14.752)
249.4
(9.819)
99.0
(3.898)
99.1
(3.902)
4.6
(0.181)
୧,୭୦୫
(୬୭.୧୨୬)
ହାରାହାରି ମେଘାତ୍ସନ ଦିବସ 0.9 1.4 1.1 3.7 6.5 12.0 17.3 14.5 11.3 3.5 0.6 0.4 73.5
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ 0.2 0.2 0.8 2.8 6.6 7.2 7.9 6.5 4.7 1.4 0.4 0.1 38.8

ହାରାହାରି କୁହୁଡ଼ି ଘେରା ଦିବସ 3.8 0.3 0.1 0.0 0.0 0.1 0.0 0.0 0.0 0.1 0.2 1,6 6.0
Source: India Meteorological Department (temperatures and precipitation)[୪][୫]


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
  3. "World Weather Information Service -Forbesganj". Worldweather.wmo.int. 5 October 2006. Retrieved 28 June 2015.
  4. "Chennai- Climatological Information". India Meteorological Department. Retrieved 29 May 2014.
  5. India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Retrieved 29 May 2014.

ବାହାର ଲିଙ୍କ ସମ୍ପାଦନା