ଫଲିନିକ ଏସିଡ (ଇଂରାଜୀ ଭାଷାରେ Folinic acid, ଅନ୍ୟ ନାମ ଲିଉକୋଭୋରିନ) ଏକ ଔଷଧ ଯାହା ମେଥୋଟ୍ରେକ୍ସେଟପାଇରିମେଥାମିନ ଔଷଧମାନଙ୍କର ବିଷାକ୍ତ ପ୍ରଭାବ କମେଇବା ନିମନ୍ତେ ବ୍ୟବ‌ହାର କରାଯାଏ । [୧][୨] ଆଉ ମଧ୍ୟ ବୃହଦନ୍ତ୍ର-ମଳାଶୟ କର୍କଟ ରୋଗ ଚିକିତ୍ସାରେ ଏହା ୫-ଫ୍ଲୋରୋୟୁରାସିଲ (5-fluorouracil) ସ‌ହିତ ଦିଆଯାଏ; ଆନିମିଆ ରୋଗରେ ହେଉଥିବା ଫୋଲେଟ ଅଭାବ (folate deficiency) ନହେବା ନିମନ୍ତେ ଦିଆଯାଏ ଓ ମେଥାନୋଲ ବିଷକ୍ରିୟାରେ ଦିଆଯାଏ । [୨][୩] ଏହା ପାଟିରେ ଦିଆଯାଏ ତ‌ଥା ମାଂସପେଶୀରେ (injection into a muscle) ଓ ଶିରାଭ୍ୟନ୍ତର (injection into a vein) ଇଞ୍ଜେକସନ ଆକାରରେ ଦିଆଯାଏ । [୨]

ଫଲିନିକ ଏସିଡ
Skeletal formula of folinic acid
Ball-and-stick model of the folinic acid molecule
Clinical data
PronunciationLeucovorin /lkˈvɔːrɪn/
Trade namesMany
Synonymscitrovorum factor, 5-formyltetrahydrofolate
AHFS/Drugs.commonograph
Pregnancy
category
  • AU: A
  • US: C (Risk not ruled out)
Routes of
administration
intravenous, IM, by mouth
ATC code
Legal status
Legal status
  • ℞ (Prescription only)
Pharmacokinetic data
BioavailabilityDose dependent
Protein binding~15%
Elimination half-life6.2 hours
ExcretionUrinary
Identifiers
  • (2S)-2-{[4-[(2-amino-5-formyl-4-oxo-5,6,7,8-
    tetrahydro-1H-pteridin-6-yl)methylamino]
    benzoyl]amino}pentanedioic acid
CAS Number
PubChem CID
IUPHAR/BPS
DrugBank
ChemSpider
UNII
ChEMBL
ECHA InfoCard100.000.328 Edit this at Wikidata
Chemical and physical data
FormulaC20H23N7O7
Molar mass473.44 g/mol
3D model (JSmol)
Melting point245 °C (473 °F) decomp
  • O=C(O)[C@@H](NC(=O)c1ccc(cc1)NCC3N(/C2=C(/N/C(=N\C2=O)N)NC3)C=O)CCC(=O)O
  • InChI=1S/C20H23N7O7/c21-20-25-16-15(18(32)26-20)27(9-28)12(8-23-16)7-22-11-3-1-10(2-4-11)17(31)24-13(19(33)34)5-6-14(29)30/h1-4,9,12-13,22H,5-8H2,(H,24,31)(H,29,30)(H,33,34)(H4,21,23,25,26,32)/t12?,13-/m0/s1 checkY
  • Key:VVIAGPKUTFNRDU-ABLWVSNPSA-N checkY
 ☒NcheckY (what is this?)  (verify)

ଫଲିନିକ ଏସିଡର ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା ସମସ୍ୟା, ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ଜ୍ୱର ହୋଇପାରେ ।[୧][୨] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ନିରାପଦ ଜଣାଯାଏ ।[୧] ପର୍ନିସିଅସ ଆନିମିଆ (pernicious anemia) କାରଣ ନଥିବା ପ୍ରମାଣିତ କରି ଆନିମିଆ ରୋଗରେ ଏହା ଦିଆଯାଇପାରେ ।[୨] ଫଲିନିକ ଏସିଡ ଏକ ପ୍ରକାର ଫୋଲିକ ଏସିଡ ଯାହାର ଦେହରେ କାମ କରିବା ନିମନ୍ତେ ଡାଇହାଇଡ୍ରୋଫୋଲେଟ ରେଡକ୍ଟେଜଦ୍ୱାରା (dihydrofolate reductase) ସକ୍ରିୟ ହେବାର ଆବଶ୍ୟକତା ନଥାଏ ।[୨]

ସନ ୧୯୪୫ରେ ପ୍ରଥମେ ଫଲିନିକ ଏସିଡ ପ୍ରସ୍ତୁତ କରାଯାଇଥିଲା । [୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଇଂଲଣ୍ଡରେ ଏକ ୩୦ମିଗ୍ରା ଭାଏଲର ମୂଲ୍ୟ ୪.୬୨ ପାଉଣ୍ଡ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ British national formulary : BNF 69 (69 ed.). British Medical Association. 2015. pp. 576–577. ISBN 9780857111562.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Leucovorin Calcium". The American Society of Health-System Pharmacists. Retrieved 8 December 2016.[permanent dead link]
  3. Munjal, Y. P.; Sharm, Surendra K. (2012). API Textbook of Medicine, Ninth Edition, Two Volume Set (in ଇଂରାଜୀ). JP Medical Ltd. p. 1945. ISBN 9789350250747.
  4. Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 235. ISBN 9780471899792.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.