ପ୍ରୋଟ୍ରିପ୍ଟିଲାଇନ
ପ୍ରୋଟ୍ରିପ୍ଟିଲାଇନ (ଇଂରାଜୀ ଭାଷାରେ Protriptyline), ଅନ୍ୟମାନଙ୍କ ମଧ୍ୟରେ ଭିଭାକ୍ଟିଲ୍ ଏକ ବେପାର ନାମ, ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଅବରୋଧକାରୀ ନିଦ୍ରା ଶ୍ୱାସରୋଧ ପାଇଁ ଏହା ବ୍ୟବହୃତ ହେଉଥିବାବେଳେ ଏହା ଉପଯୋଗୀ ହୋଇପାରି ନାହିଁ ।[୨] ଏହା ପାଟିରେ ଦିଆଯାଏ ।[୨]
Clinical data | |
---|---|
Trade names | Vivactyl, others |
Synonyms | Amimethyline; Protriptyline hydrochloride; MK-240 |
AHFS/Drugs.com | monograph |
MedlinePlus | a604025 |
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 77–93%[୧] |
Protein binding | 92%[୧] |
Metabolism | Liver |
Elimination half-life | 54–92 hours |
Excretion | Urine: 50%[୧] Feces: minor[୧] |
Identifiers | |
| |
ECHA InfoCard | 100.006.474 |
Chemical and physical data | |
Formula | C19H21N |
Molar mass | ୨୬୩.୩୮ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଦ୍ବେଗ, ମୁଣ୍ଡ ବୁଲାଇବା, ଶୁଖିଲା ପାଟି, ଦ୍ରୁତ ହତ୍ସ୍ପନ୍ଦନ, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସାଇକୋସିସ, ମାନିଆ, ଆତପଦାହ ଏବଂ ଆତ୍ମହତ୍ୟା ପ୍ରବଣତା ହୋଇପାରେ ।[୨] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ଏକ ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ (TCA) ।[୨]
୧୯୬୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପ୍ରୋଟ୍ରିପ୍ଟିଲାଇନ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୧୦ ମିଗ୍ରା ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ ପ୍ରାୟ ୮୦ ଡଲାର୍ ଥିଲା ।[୪] ୨୦୦୦ ମସିହା ସୁଦ୍ଧା ଏହା ଅଷ୍ଟ୍ରେଲିଆ କିମ୍ବା ଯୁକ୍ତରାଜ୍ୟରେ ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ Thomas L. Lemke; David A. Williams (24 January 2012). Foye's Principles of Medicinal Chemistry. Lippincott Williams & Wilkins. pp. 588–. ISBN 978-1-60913-345-0. Archived from the original on 16 December 2019. Retrieved 14 October 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Protriptyline Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 29 October 2021.
- ↑ "Protriptyline (Vivactil) Use During Pregnancy". Drugs.com (in ଇଂରାଜୀ). Archived from the original on 24 November 2020. Retrieved 29 October 2021.
- ↑ "Protriptyline Prices, Coupons & Savings Tips - GoodRx". GoodRx. Retrieved 29 October 2021.
- ↑ "Protriptyline". web.archive.org. NHS. 20 August 2013. Archived from the original on 20 August 2013. Retrieved 29 October 2021.
{{cite web}}
: CS1 maint: bot: original URL status unknown (link)