ପ୍ରୋକେନାମାଇଡ

ଏହା ଏକ ଆଣ୍ଟିଆରିଦମିକ ଔଷଧ ।

ପ୍ରୋକେନାମାଇଡ ହେଉଛି ଏକ ଆଣ୍ଟିଆରିଦମିକ ଔଷଧ ।[୧] ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ଏବଂ ଆଟ୍ରିଆଲ୍ ଫିବ୍ରିଲେସନ୍ ସହିତ ଅନିୟମିତ ହୃତ୍ ସ୍ପନ୍ଦନ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯେତେବେଳେ ଲୋକମାନେ ଅନ୍ୟଥା ସ୍ଥିର ଥାଆନ୍ତି ।[୧] ଅନ୍ୟାନ୍ୟ ବ୍ୟବହାର ମଧ୍ୟରେ ମାଲିଗନାଣ୍ଟ ହାଇପରଥର୍ମିଆ ଉଲ୍ଲେଖନୀୟ ।[୧] ଏହା ସାଧାରଣତଃ ଶିରା କିମ୍ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧] ଏହାର ପ୍ରଭାବ ଆରମ୍ଭ ସାଧାରଣତଃ ୩୦ ମିନିଟ ମଧ୍ୟରେ ଆରମ୍ଭ ହୋଇଯାଏ ।[୧]

ପ୍ରୋକେନାମାଇଡ
Clinical data
Pronunciation/prˈknəmd/
Trade namesPronestyl, Procan, Procanbid, others
AHFS/Drugs.commonograph
Pregnancy
category
  • US: C (Risk not ruled out)
Routes of
administration
IV, IM, by mouth[୧]
Legal status
Legal status
  • UK: POM (Prescription only)
Pharmacokinetic data
Bioavailability85% (by mouth)
Protein binding15 to 20%
MetabolismLiver (CYP2D6-mediated)
Onset of actionWithin 30 min[୧]
Elimination half-life~2.5 to 4.5 hours
ExcretionKidney
Identifiers
  • 4-amino-N-(2-diethylaminoethyl) benzamide
ECHA InfoCard100.000.072 Edit this at Wikidata
Chemical and physical data
FormulaC13H21N3O
Molar mass୨୩୫.୩୩ g·mol−1
3D model (JSmol)
  • O=C(c1ccc(N)cc1)NCCN(CC)CC
  • InChI=1S/C13H21N3O/c1-3-16(4-2)10-9-15-13(17)11-5-7-12(14)8-6-11/h5-8H,3-4,9-10,14H2,1-2H3,(H,15,17) checkY
  • Key:REQCZEXYDRLIBE-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଗଲୁ, ଜ୍ୱର ଏବଂ ଆଞ୍ଜିଓଇଡିମା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା କାମ କମିଯାଏ, ଏବଂ ଅନିୟମିତ ହୃତ୍ ସ୍ପନ୍ଦନ ହୋଇପାରେ [୧] ଗର୍ଭାବସ୍ଥାର ଶେଷ ଭାଗରେ ଭାଗରେ ଏହା ନିରାପଦ ବୋଲି ବିଶ୍ୱାସ କରାଯାଏ ।[୨] ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ । [୨] ଏହାକୁ 'ଲା ଭନ ଉଇଲିଅମ ଆଣ୍ଟିଆରିଦମିକ' ଶ୍ରେଣୀଭୁକ୍ତ ।[୧] ଏହା କିପରି କାର୍ଯ୍ୟ କରେ ତାହା ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ନୁହେଁ, କିନ୍ତୁ ହୃତ୍‌ପିଣ୍ଡ ମାଂସପେଶୀର ଜୀବକୋଷରେ ସୋଡିୟମ୍ ଚ୍ୟାନେଲ୍ ଅବରୋଧ ହୋଇପାରେ ।[୧]

୧୯୫୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ପ୍ରୋକେନାମାଇଡ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଜ୍ୟରେ ଏହା କେବଳ ସ୍ୱତନ୍ତ୍ର ଅର୍ଡରଦ୍ୱାରା ଉପଲବ୍ଧ ।[୪]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Procainamide Monograph for Professionals". Drugs.com (in ଇଂରାଜୀ). Archived from the original on 20 January 2021. Retrieved 25 December 2020.
  2. ୨.୦ ୨.୧ "Procainamide Use During Pregnancy". Drugs.com (in ଇଂରାଜୀ). Archived from the original on 2 December 2020. Retrieved 25 December 2020.
  3. Nitzki-George, Diane (2003). Generic Alternatives to Prescription Drugs (in ଇଂରାଜୀ). Basic Health Publications, Inc. p. 882. ISBN 978-1-59120-098-7. Archived from the original on 2021-08-29. Retrieved 2020-12-25.
  4. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 108. ISBN 978-0-85711-369-6.{{cite book}}: CS1 maint: date format (link)