ପ୍ରିମିଡନ

ପ୍ରିମିଡନ ଏକ ଔଷଧ ଯାହା ଆଂଶିକ ବା ସମ୍ପୁର୍ଣ୍ଣ ଭାବରେ ହେଉଥିବା ବାତ ବା ଫିଟ୍ସ (seizures ) ରୋଗର ଚିକିତ୍ସା ନିମନ୍ତେ ବ

ପ୍ରିମିଡନ (ଇଂରାଜୀ ଭାଷାରେ Primidone) ଏକ ଔଷଧ ଯାହା ଆଂଶିକ ବା ସମ୍ପୁର୍ଣ୍ଣ ଭାବରେ ହେଉଥିବା ବାତ ବା ଫିଟ୍ସ (seizures ) ରୋଗର ଚିକିତ୍ସା ନିମନ୍ତେ ବିଭିନ୍ନ ବ୍ରାଣ୍ଡ ନାମରେ ବିକ୍ରୟ ହେଉଥିବା ଔଷଧ ରୂପରେ ବ୍ୟବହୃତ ହୁଏ | ଏହା ଏସେନସିଆଲ ଟ୍ରେମର (essential tremors) ରୋଗ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ | [୬] ରକ୍ତରେ ମାପ କରାଯାଉଥିବା ସ୍ତର ଉପରେ ଏହାର ମାତ୍ରା ନିର୍ଭର କରେ | [୭] ଏହା ପାଟି ବାଟେ ଦିଆଯାଏ | [୭]

ପ୍ରିମିଡନ
Clinical data
Trade namesLepsiral, Mysoline, Resimatil, others
Synonymsdesoxyphenobarbital, desoxyphenobarbitone
AHFS/Drugs.commonograph
MedlinePlusa682023
data
Pregnancy
category
Routes of
administration
By mouth
Legal status
Legal status
Pharmacokinetic data
Bioavailability~100%[୩]
Protein binding25%[୩]
MetabolismHepatic
Elimination half-lifePrimidone: 5-18 h,
Phenobarbital: 75-120 h,[୩]
PEMA: 16 h[୪]
Time to reach steady state:
Primidone: 2-3 days,
Phenobarbital&PEMA 1-4weeks[୫]
ExcretionKidney
Identifiers
  • 5-Ethyl-5-phenyl-1,3-diazinane-4,6-dione
ECHA InfoCard100.004.307 Edit this at Wikidata
Chemical and physical data
FormulaC12H14N2O2
Molar mass218.252
3D model (JSmol)
  • O=C1NCNC(=O)C1(c2ccccc2)CC
  • InChI=1S/C12H14N2O2/c1-2-12(9-6-4-3-5-7-9)10(15)13-8-14-11(12)16/h3-7H,2,8H2,1H3,(H,13,15)(H,14,16) checkY
  • Key:DQMZLTXERSFNPB-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାହୀନତା, ଖରାପ ସମନ୍ୱୟ, ବାନ୍ତି ଏବଂ ଅରୁଚି ହୁଏ | [୭] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ପ୍ରବଣତା, ସାଇକୋସିସ୍ ଏବଂ ରକ୍ତ କଣିକାମାନଙ୍କର ଅଭାବ ହୋଇପାରେ। [୮] [୭] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ | [୭] ପ୍ରିମିଡନ ଏକ ବାର୍ବିଚୁରେଟ ଶ୍ରେଣୀର ଏକ ପ୍ରକାର ଆଣ୍ଟିକନଭଲସାଣ୍ଟ । [୭] ଏହା କିପରି କାମ କରେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ। [୭]

୧୯୫୪ ମସିହାରେ ପ୍ରିମିଡନ ଡାକ୍ତରୀ ଚିକିତ୍ସା ନିମନ୍ତେ ଯୁକ୍ତରାଷ୍ଟ୍ରରେ ଅନୁମୋଦିତ ହୋଇଥିଲା | [୭] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୮] ୨୦୧୯ ମସିହାରେ ଯୁକ୍ତରାଜ୍ୟରେ ଏହାର ଏକ ମାସର ଯୋଗାଣ ମୂଲ୍ୟ ଏନଏଚଏସକୁ ପ୍ରାୟ ୬୮.୪୦ £ ଖର୍ଚ୍ଚ କରିବାକୁ ପଡ଼ୁଥିଲା । [୮] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୧୩.୨୦ ଆମେରିକୀୟ ଡଲାର ଅଟେ। ୨୦୧୭ରେ, ଏହା ଯୁକ୍ତରାଷ୍ଟ୍ରରେ 238 ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା।

ଆଧାର ସମ୍ପାଦନା

  1. ୧.୦ ୧.୧ "Primidone (Mysoline) Use During Pregnancy". Drugs.com. 18 February 2019. Retrieved 16 May 2020.
  2. "Primidone SERB 50mg Tablets - Summary of Product Characteristics (SmPC)". (emc). 18 August 2014. Retrieved 16 May 2020.
  3. ୩.୦ ୩.୧ ୩.୨ Ochoa, Juan G; Riche, Willise. (2005). "Antiepileptic Drugs: An Overview". eMedicine. eMedicine, Inc. Retrieved 2005-07-02.
  4. CDER, U.S. DEPARTMENT OF HEALTH AND HUMAN SERVICES (2003–2005). "Primidone (Mysoline)". Pharmacology Guide for Brain Injury Treatment. Brain Injury Resource Foundation. Retrieved 2005-07-02.
  5. Yale Medical School, Department of Laboratory Medicine (1998). "Therapeutic Drug Levels". YNHH Laboratory Manual - Reference Documents. Yale Medical School. Retrieved 2005-07-13.
  6. British national formulary : BNF 76 (76 ed.). Pharmaceutical Press. 2018. p. 332. ISBN 9780857113382.
  7. ୭.୦ ୭.୧ ୭.୨ ୭.୩ ୭.୪ ୭.୫ ୭.୬ ୭.୭ "Primidone Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 8 April 2019.
  8. ୮.୦ ୮.୧ ୮.୨ British national formulary : BNF 76 (76 ed.). Pharmaceutical Press. 2018. p. 332. ISBN 9780857113382.