ପ୍ରିମିଡନ
ପ୍ରିମିଡନ (ଇଂରାଜୀ ଭାଷାରେ Primidone) ଏକ ଔଷଧ ଯାହା ଆଂଶିକ ବା ସମ୍ପୁର୍ଣ୍ଣ ଭାବରେ ହେଉଥିବା ବାତ ବା ଫିଟ୍ସ (seizures ) ରୋଗର ଚିକିତ୍ସା ନିମନ୍ତେ ବିଭିନ୍ନ ବ୍ରାଣ୍ଡ ନାମରେ ବିକ୍ରୟ ହେଉଥିବା ଔଷଧ ରୂପରେ ବ୍ୟବହୃତ ହୁଏ | ଏହା ଏସେନସିଆଲ ଟ୍ରେମର (essential tremors) ରୋଗ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ | [୬] ରକ୍ତରେ ମାପ କରାଯାଉଥିବା ସ୍ତର ଉପରେ ଏହାର ମାତ୍ରା ନିର୍ଭର କରେ | [୭] ଏହା ପାଟି ବାଟେ ଦିଆଯାଏ | [୭]
Clinical data | |
---|---|
Trade names | Lepsiral, Mysoline, Resimatil, others |
Synonyms | desoxyphenobarbital, desoxyphenobarbitone |
AHFS/Drugs.com | monograph |
MedlinePlus | a682023 |
data | |
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | ~100%[୩] |
Protein binding | 25%[୩] |
Metabolism | Hepatic |
Elimination half-life | Primidone: 5-18 h, Phenobarbital: 75-120 h,[୩] PEMA: 16 h[୪] Time to reach steady state: Primidone: 2-3 days, Phenobarbital&PEMA 1-4weeks[୫] |
Excretion | Kidney |
Identifiers | |
| |
ECHA InfoCard | 100.004.307 |
Chemical and physical data | |
Formula | C12H14N2O2 |
Molar mass | 218.252 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାହୀନତା, ଖରାପ ସମନ୍ୱୟ, ବାନ୍ତି ଏବଂ ଅରୁଚି ହୁଏ | [୭] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ପ୍ରବଣତା, ସାଇକୋସିସ୍ ଏବଂ ରକ୍ତ କଣିକାମାନଙ୍କର ଅଭାବ ହୋଇପାରେ। [୮] [୭] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ | [୭] ପ୍ରିମିଡନ ଏକ ବାର୍ବିଚୁରେଟ ଶ୍ରେଣୀର ଏକ ପ୍ରକାର ଆଣ୍ଟିକନଭଲସାଣ୍ଟ । [୭] ଏହା କିପରି କାମ କରେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ। [୭]
୧୯୫୪ ମସିହାରେ ପ୍ରିମିଡନ ଡାକ୍ତରୀ ଚିକିତ୍ସା ନିମନ୍ତେ ଯୁକ୍ତରାଷ୍ଟ୍ରରେ ଅନୁମୋଦିତ ହୋଇଥିଲା | [୭] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୮] ୨୦୧୯ ମସିହାରେ ଯୁକ୍ତରାଜ୍ୟରେ ଏହାର ଏକ ମାସର ଯୋଗାଣ ମୂଲ୍ୟ ଏନଏଚଏସକୁ ପ୍ରାୟ ୬୮.୪୦ £ ଖର୍ଚ୍ଚ କରିବାକୁ ପଡ଼ୁଥିଲା । [୮] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୧୩.୨୦ ଆମେରିକୀୟ ଡଲାର ଅଟେ। ୨୦୧୭ରେ, ଏହା ଯୁକ୍ତରାଷ୍ଟ୍ରରେ 238 ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା।
ଆଧାର
ସମ୍ପାଦନା- ↑ ୧.୦ ୧.୧ "Primidone (Mysoline) Use During Pregnancy". Drugs.com. 18 February 2019. Retrieved 16 May 2020.
- ↑ "Primidone SERB 50mg Tablets - Summary of Product Characteristics (SmPC)". (emc). 18 August 2014. Retrieved 16 May 2020.
- ↑ ୩.୦ ୩.୧ ୩.୨ Ochoa, Juan G; Riche, Willise. (2005). "Antiepileptic Drugs: An Overview". eMedicine. eMedicine, Inc. Retrieved 2005-07-02.
- ↑ CDER, U.S. DEPARTMENT OF HEALTH AND HUMAN SERVICES (2003–2005). "Primidone (Mysoline)". Pharmacology Guide for Brain Injury Treatment. Brain Injury Resource Foundation. Archived from the original on 2010-03-17. Retrieved 2005-07-02.
- ↑ Yale Medical School, Department of Laboratory Medicine (1998). "Therapeutic Drug Levels". YNHH Laboratory Manual - Reference Documents. Yale Medical School. Retrieved 2005-07-13.
- ↑ British national formulary : BNF 76 (76 ed.). Pharmaceutical Press. 2018. p. 332. ISBN 9780857113382.
- ↑ ୭.୦ ୭.୧ ୭.୨ ୭.୩ ୭.୪ ୭.୫ ୭.୬ ୭.୭ "Primidone Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 8 April 2019.
- ↑ ୮.୦ ୮.୧ ୮.୨ British national formulary : BNF 76 (76 ed.). Pharmaceutical Press. 2018. p. 332. ISBN 9780857113382.