ପ୍ରଦୀପ୍ତ କୁମାର ନାଏକ
ଓଡ଼ିଆ ରାଜନୀତିଜ୍ଞ
ପ୍ରଦୀପ୍ତ କୁମାର ନାୟକ ବା ପ୍ରଦୀପ୍ତ ନାୟକ ଓଡ଼ିଶାର ୧୬ଶ ଓଡ଼ିଶା ବିଧାନ ସଭାର ବିରୋଧୀ ଦଳର ନେତା ଅଟନ୍ତି । ସେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ତରଫରୁ ନିର୍ବାଚିତ ହୋଇଛନ୍ତି । [୧] ସେ ନିକଟତମ ପ୍ରତିଦ୍ୱନ୍ଦୀ, ବିଜୁ ଜନତା ଦଳର ଦୁଷ୍ମନ୍ତ ନାୟକଙ୍କୁ ୪୬୮୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୨]
ପ୍ରଦୀପ୍ତ କୁମାର ନାୟକ | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ଚାଲୁଅଛି | |
ପୂର୍ବ ଅଧିକାରୀ | ଅନାମ ନାୟକ |
ନିର୍ବାଚନ ମଣ୍ଡଳୀ | ଭବାନୀପାଟଣା |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ବାପା/ବୋଉ | କିର୍ର୍ଷାଣି ନାୟକ (ବାପା) |
ଘର | ଜରପଡ଼ା, ଭବାନୀପାଟଣା, କଳାହାଣ୍ଡି, ଓଡ଼ିଶା |
ବୃତ୍ତି | ରାଜନୀତିଜ୍ଞ |
ଆଧାର
ସମ୍ପାଦନା- ↑ Bureau, Samaja Live (2019-06-24). "ପ୍ରଦୀପ୍ତ ନାୟକ ହେଲେ ବିଧାନ ସଭାରେ ବିରୋଧୀଦଳ ନେତା". Samaja Live (in ଆମେରିକୀୟ ଇଂରାଜୀ). Retrieved 2019-06-24.
- ↑ "Assembly Election 2019 - Election Commission of India". results.eci.gov.in. Retrieved 2019-06-25.