ପୋନ୍ନୁର
ପୋନ୍ନୁର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଗୁନ୍ତୁର୍ ଜିଲ୍ଲାରେ ଅବସ୍ଥିତ ।
Ponnur
పొన్నూరు | |
---|---|
ଦେଶ | India |
ରାଜ୍ୟ | Andhra Pradesh |
ଜିଲ୍ଲା | Guntur |
Government | |
• MLA | Dulipala Narendra Kumar |
Area | |
• ସମୁଦାୟ | 26.16 km2 (10.10 sq mi) |
Population (2011)[୨] | |
• Total | ୫୯,୯୧୩ |
• Density | 2,300/km2 (5,900/sq mi) |
ଭାଷା | |
• ସରକାରୀ | Telugu |
Time zone | UTC+5:30 (IST) |
PIN | 522 124 |
Telephone code | +91–8643 |
Sex ratio | 1:0.96 ♂/♀ |
Website | Ponnur Municipality |
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପୋନ୍ନୁର ସହରର ମୋଟ ଜନସଂଖ୍ୟା ୫୬୫୦୪ ଅଟେ ।[୩] ସେଥି ମଧ୍ୟରୁ ୫୦.୨୪% ଜଣ ପରୁଷ ହୋଇଥିବା ବେଳେ ୪୯.୭୬% ଜଣ ନାରୀ ଅଟନ୍ତି । ପୋନ୍ନୁରର ସାକ୍ଷରତା ହାର ୬୮.୨୦% ଅଟେ । ଏହା ଜାତୀୟ ହାରଠାରୁ ୩.୩୬% ପ୍ରତିଶତ କମ ଅଟେ । ସେଥିରୁ ୩୬.୫୩% ପ୍ରତିଶତ ପୁରୁଷ ଓ ୩୧.୬୭% ନାରୀ ଅଟନ୍ତି । ୧୦.୪୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
ସମ୍ପାଦନାତେଲୁଗୁ ପୋନ୍ନୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Basic Information of Municipality". Municipal Administration & Urban Development Department. Government of Andhra Pradesh. Archived from the original on 31 July 2014. Retrieved 17 June 2015.
- ↑ "Census 2011". The Registrar General & Census Commissioner, India. Retrieved 24 August 2014.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.