ପୋନ୍ନାନି
ପୋନ୍ନାନି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା କେରଳର ମଲପ୍ପୁରମ୍ ଜିଲ୍ଲାରେ ଅବସ୍ଥିତ ।
Ponnani
പൊന്നാനി | |
---|---|
Municipality | |
Country | India |
State | Kerala |
District | Malappuram |
Government | |
• Type | kerala sarkar |
• Body | Ponnani municipality |
Elevation | 5 m (16 ft) |
Population (2011)[୧] | |
• Total | ୯୦,୪୯୧ |
Time zone | UTC+5:30 (IST) |
PIN | 679 577 |
Telephone code | 0494 |
ଯାନବାହାନ ପଞ୍ଚୀକରଣ | KL-54 |
Nearest city | Thrissur, Malappuram |
Sex ratio | 1000:1067 ♂/♀ |
Literacy | 71.3% |
Lok Sabha constituency | Ponnani |
Vidhan Sabha constituency | Ponnani |
Civic agency | Ponnani municipality |
ଭୌଗଳିକ ଅବସ୍ଥିତି
ସମ୍ପାଦନାପୋନ୍ନାନି ୧୦.୭୭୨୯ ଉତ୍ତର ଅକ୍ଷାଂଶ ଓ ୭୫.୯୨୨୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପୋନ୍ନାନି ସହରର ମୋଟ ଜନସଂଖ୍ୟା ୮୭୩୫୬ ଅଟେ ।[୩] ସେଥି ମଧ୍ୟରୁ ୪୭.୬୪% ଜଣ ପରୁଷ ହୋଇଥିବା ବେଳେ ୫୨.୩୬% ଜଣ ନାରୀ ଅଟନ୍ତି । ପୋନ୍ନାନିର ସାକ୍ଷରତା ହାର ୭୪.୦୨% ଅଟେ । ଏହା ଜାତୀୟ ହାରଠାରୁ -୯.୧୮% ପ୍ରତିଶତ କମ ଅଟେ । ସେଥିରୁ ୩୬.୮୦% ପ୍ରତିଶତ ପୁରୁଷ ଓ ୩୭.୨୨% ନାରୀ ଅଟନ୍ତି । ୧୩.୧୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
ସମ୍ପାଦନାମାଲୟଲାମ ପୋନ୍ନାନିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.