ପେଗ୍ଲୋଟିକେସ
ଟି
Clinical data | |
---|---|
Trade names | Krystexxa, Puricase |
AHFS/Drugs.com | monograph |
MedlinePlus | a611015 |
data |
|
Pregnancy category |
|
Routes of administration | Intravenous |
Legal status | |
Legal status |
|
Pharmacokinetic data | |
Bioavailability | N/A |
Elimination half-life | 10–12 days |
Chemical and physical data | |
Formula | C1549H2430N408O448S8 (peptide monomer) |
Molar mass | 497 kg/mol (polymer-modified tetramer) |
(verify) |
ପେଗ୍ଲୋଟିକେସ, ବେପାର ନାମ କ୍ରିଷ୍ଟେକ୍ସା, ହେଉଛି ଏକ ଔଷଧ ଯାହା ଦୀର୍ଘକାଳୀନ ବା କ୍ରନିକ୍ ଗାଉଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଯେଉଁମାନଙ୍କ ମଧ୍ୟରେ ଅନ୍ୟ ସମସ୍ତ ଚିକିତ୍ସା ଅକାମି ହୁଏ ତାଙ୍କ ନିମନ୍ତେ ଏହା ଏକ ତୃତୀୟ ଧାଡ଼ିର ଚିକିତ୍ସା ପଦ୍ଧତି ।[୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗାଉଟ ଖରାପ ଦିଗକୁ ଗତି କରିବା, ଇଞ୍ଜେକସନ୍ ସ୍ଥାନରେ ଯନ୍ତ୍ରଣା, ବାନ୍ତି, ଘାଆ, କୋଷ୍ଠକାଠିନ୍ୟ ଏବଂ ଆନାଫାଇଲାକ୍ସିସ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍ପାତ ହୋଇପାରେ ।[୧]
ଗ୍ଲୁକୋଜ-୬-ଫସଫେତ ଡିହାଇଡ୍ରୋଜେନେନ ଅଭାବ ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୧] ଏହା ଏନଜାଇମ୍ ୟୁରେଟ ଅକ୍ସିଡେଜ (ୟୁରିକେଜ୍)ର ଏକ ଉତ୍ପାଦିତ ରୂପ ।[୧]
୨୦୧୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପେଗ୍ଲୋଟେଜ୍ ଅନୁମୋଦିତ ହୋଇଥିଲା ।[୧] ୟୁରୋପରେ ଏହା ୨୦୧୩ରେ ଅନୁମୋଦିତ ହୋଇଥିଲା କିନ୍ତୁ ୨୦୧୬ରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହାର ଗୋଟିଏ ମାତ୍ରାର ମୂଲ୍ୟ ପ୍ରାୟ ୨୬,୦୦୦ ଡଲାର ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Pegloticase Monograph for Professionals". Drugs.com (in ଇଂରାଜୀ). Archived from the original on 5 August 2019. Retrieved 27 October 2021.
- ↑ Dalbeth, N; Merriman, TR; Stamp, LK (22 October 2016). "Gout". Lancet. 388 (10055): 2039–2052. doi:10.1016/s0140-6736(16)00346-9. JSTOR Dalbeth Nicola Dalbeth. PMID 27112094.
{{cite journal}}
: Check|jstor=
value (help) - ↑ "Krystexxa Withdrawal of the marketing authorisation in the European Union" (PDF). Archived (PDF) from the original on 26 March 2017. Retrieved 25 March 2017.
- ↑ "Krystexxa Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 January 2021. Retrieved 27 October 2021.