ପୃଥୁନାଥ କିସ୍କୁ

ଓଡ଼ିଆ ରାଜନୀତିଜ୍ଞ

ପୃଥୁନାଥ କିସ୍କୁ (୩ ମାର୍ଚ୍ଚ ୧୯୫୩ - ୧୦ ଜାନୁଆରୀ ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୮୫ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଇସିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ପୃଥୁନାଥ କିସ୍କୁ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ନିର୍ବାଚନ ମଣ୍ଡଳୀବଇସିଙ୍ଗା
୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ନିର୍ବାଚନ ମଣ୍ଡଳୀବଇସିଙ୍ଗା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1953-03-03)୩ ମାର୍ଚ୍ଚ ୧୯୫୩
ମୃତ୍ୟୁ୧୦ ଜାନୁଆରୀ ୨୦୧୧(2011-01-10) (ବୟସ ୫୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସରୋଜିନୀ କିସ୍କୁ
ବାପା/ବୋଉସିଙ୍ଗରାଇ କିସ୍କୁ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ପୃଥୁନାଥ କିସ୍କୁ ୧୯୫୩ ମସିହାର ମାର୍ଚ୍ଚ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସିଙ୍ଗରାଇ କିସ୍କୁ ଓ ପତ୍ନୀଙ୍କ ନାମ ସରୋଜିନୀ କିସ୍କୁ[୧]

ରାଜନୈତିକ ଜୀବନ ସମ୍ପାଦନା

ପୃଥୁନାଥ କିସ୍କୁ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ।[୧]

ମୃତ୍ୟୁ ସମ୍ପାଦନା

ପୃଥୁନାଥ କିସ୍କୁ ୨୦୧୧ ମସିହାର ଜାନୁଆରୀ ୧୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Pruthu Nath Kisku". odishaassembly.nic.in. Odisha Assembly. Retrieved 20 August 2022.