ପି. ଭେଙ୍କଟ ଜଗନ୍ନାଥ ରାଓ
ଓଡ଼ିଆ ରାଜନୀତିଜ୍ଞ (୧୯୭୯ ମୃତ୍ୟୁ)
ପି. ଭେଙ୍କଟ ଜଗନ୍ନାଥ ରାଓ (୧୯୦୮ - ୧୯୯୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ ଓ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ପି. ଭେଙ୍କଟ ଜଗନ୍ନାଥ ରାଓ | |
---|---|
ବିଧାୟକ: ୨ୟ, ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୭ | |
ନିର୍ବାଚନ ମଣ୍ଡଳୀ | ଦୁରା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଅକ୍ଟୋବର ୧୯୦୮ |
ମୃତ୍ୟୁ | ୧୯୯୧ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ପି. ରାଜକୁମାରୀ |
ବାପା/ବୋଉ | ପି. କ୍ରିଷ୍ଣମୂର୍ତ୍ତୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାପି. ଭେଙ୍କଟ ଜଗନ୍ନାଥ ରାଓ ୧୯୦୮ ମସିହାର ଅକ୍ଟୋବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପି. କ୍ରିଷ୍ଣମୂର୍ତ୍ତୀ ଓ ପତ୍ନୀଙ୍କ ନାମ ପି. ରାଜକୁମାରୀ ।[୧]
ରାଜନୈତିକ ଜୀବନ
ସମ୍ପାଦନାପି. ଭେଙ୍କଟ ଜଗନ୍ନାଥ ରାଓ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧] ୧୯୬୧ ମସିହାରୁ ୧୯୬୭ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ସମ୍ପାଦନାପି. ଭେଙ୍କଟ ଜଗନ୍ନାଥ ରାଓ ୧୯୯୧ ମସିହାରେ ମୃତ୍ୟବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri P. Venkat Jagannath Rao". odishaassembly.nic.in. Odisha Assembly. Retrieved 30 November 2022.