ପି. ଭେଙ୍କଟ ଜଗନ୍ନାଥ ରାଓ

ଓଡ଼ିଆ ରାଜନୀତିଜ୍ଞ (୧୯୭୯ ମୃତ୍ୟୁ)

ପି. ଭେଙ୍କଟ ଜଗନ୍ନାଥ ରାଓ (୧୯୦୮ - ୧୯୯୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ପି. ଭେଙ୍କଟ ଜଗନ୍ନାଥ ରାଓ
ବିଧାୟକ: ୨ୟ, ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୭
ନିର୍ବାଚନ ମଣ୍ଡଳୀଦୁରା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1908-10-01)୧ ଅକ୍ଟୋବର ୧୯୦୮
ମୃତ୍ୟୁ୧୯୯୧
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀପି. ରାଜକୁମାରୀ
ବାପା/ବୋଉପି. କ୍ରିଷ୍ଣମୂର୍ତ୍ତୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ପି. ଭେଙ୍କଟ ଜଗନ୍ନାଥ ରାଓ ୧୯୦୮ ମସିହାର ଅକ୍ଟୋବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପି. କ୍ରିଷ୍ଣମୂର୍ତ୍ତୀ ଓ ପତ୍ନୀଙ୍କ ନାମ ପି. ରାଜକୁମାରୀ ।[୧]

ରାଜନୈତିକ ଜୀବନ ସମ୍ପାଦନା

ପି. ଭେଙ୍କଟ ଜଗନ୍ନାଥ ରାଓ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧] ୧୯୬୧ ମସିହାରୁ ୧୯୬୭ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ ସମ୍ପାଦନା

ପି. ଭେଙ୍କଟ ଜଗନ୍ନାଥ ରାଓ ୧୯୯୧ ମସିହାରେ ମୃତ୍ୟବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri P. Venkat Jagannath Rao". odishaassembly.nic.in. Odisha Assembly. Retrieved 30 November 2022.