ପାଣିଗ୍ରହଣ

୨୦୨୨ ଓଡ଼ିଆ କଥାଚିତ୍ର

ପାଣିଗ୍ରହଣ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିନି ସାମଲ । ହିମାଂଶୁ ପରିଜା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ପାଣିଗ୍ରହଣ
ନିର୍ଦ୍ଦେଶକହିମାଂଶୁ ପରିଜା
ପ୍ରଯୋଜକବିନି ସାମଲ
କଳାକାରଅଭିଶେଖ ରଥ
ସୂର୍ଯ୍ୟମୟୀ ମହାପାତ୍ର
ମହାଶ୍ୱେତା ରାୟ
ପୃଥ୍ୱୀରାଜ ନାୟକ
ସଙ୍ଗୀତପ୍ରଶାନ୍ତ ପାଢ଼ୀ
ମୁକ୍ତିଲାଭ ତାରିଖ
୨୦ ମାର୍ଚ୍ଚ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିଶେଖ ତ୍ରିପାଠୀ ଓ ସୂର୍ଯ୍ୟମୟୀ ମହାପାତ୍ର ।[୨] ମହାଶ୍ୱେତା ରାୟ, ପୃଥ୍ୱୀରାଜ ନାୟକ, ଭୂପତି ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ମାର୍ଚ୍ଚ ୨୦ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ । ଗୀତିକାର ବିଜୟ ମଲ୍ଲ ଏହି କଥାଚିତ୍ରଟିର ରଚନା କରିଥିଲେ । ବିଷ୍ଣୁମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ, ଅସୀମା ପଣ୍ଡା, ସ୍ୱୟମ ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ଶୁଭ ବିବାହର ଅଭିନନ୍ଦନ"ବିଷ୍ଣୁମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ୦୪:୧୬
2."ଏମିତି କେମିତି ହେଲାରେ"ଅସୀମା ପଣ୍ଡା୦୪:୩୨
3."ତୁ ମୋ ଅଳସ ନଈ"ଅସୀମା ପଣ୍ଡା, ସ୍ୱୟମ ପାଢ଼ୀ୦୪:୩୭

ଆଧାର ସମ୍ପାଦନା

  1. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  2. ୨.୦ ୨.୧ "'କ୍ରେଜି-୪' ପରେ 'ପାଣିଗ୍ରହଣ'". Prameya. ଭୁବନେଶ୍ୱର. 23 March 2022. Archived from the original on 8 June 2022. Retrieved 8 June 2022.

ବାହାର ଆଧାର ସମ୍ପାଦନା