ପାଟଣ ଏକ ଭାରତୀୟ ସହର ଅଟେ । ଏହା ଗୁଜରାଟର ପାଟଣ ଜିଲ୍ଲାରେ ଅବସ୍ଥିତ । ପାଟଣ ଏକ ପ୍ରାଚୀନ ସହର, ଏହା ଚାଉଡା ରାଜବଂଶର ପ୍ରମୁଖ ରାଜା ବନରାଜ ଚାଉଡାଙ୍କଦ୍ୱାରା ୭୪୫ ଖ୍ରୀ.ରେ ସ୍ଥାପିତ ହୋଇଥିଲା।

ପାଟଣ
ସହର
Country India
ରାଜ୍ୟGujarat
ଜିଲ୍ଲାପାଟଣ
Elevation
76 m (249 ft)
Population
 (2011)
 • Total୧,୩୩,୭୩୭
ଭାଷା
 • ସରକାରୀଗୁଜରାଟୀ, ହିନ୍ଦୀ
Time zoneUTC+5:30 (IST)
PIN
384265


ଭୌଗଳିକ ଅବସ୍ଥିତିସମ୍ପାଦନ କରନ୍ତୁ

ପାଟଣ ୨୩.୮୫୦୭ ଉତ୍ତର ଅକ୍ଷାଂଶ ଓ ୭୨.୧୨୯୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୭୨ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତାସମ୍ପାଦନ କରନ୍ତୁ

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାଟଣ ସହରର ମୋଟ ଜନସଂଖ୍ୟା ୧୫୮୧୯ ଅଟେ ।[୨] ସେଥି ମଧ୍ୟରୁ ୫୨.୦୭% ଜଣ ପରୁଷ ହୋଇଥିବା ବେଳେ ୪୭.୯୩% ଜଣ ନାରୀ ଅଟନ୍ତି । ପାଟଣର ସାକ୍ଷରତା ହାର ୭୪.୦୯% ଅଟେ । ଏହା ଜାତୀୟ ହାରଠାରୁ ୯.୨୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୧.୯୬% ପ୍ରତିଶତ ପୁରୁଷ ଓ ୩୨.୧୩% ନାରୀ ଅଟନ୍ତି । ୧୦.୧୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷାସମ୍ପାଦନ କରନ୍ତୁ

ଗୁଜରାଟୀ ଭାଷା ପାଟଣର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କସମ୍ପାଦନ କରନ୍ତୁ