ପାଖେ ପାଖେ ଥିବି ହର୍‌ପଲ୍

୨୦୨୩ ଓଡ଼ିଆ କଥାଚିତ୍ର

ପାଖେ ପାଖେ ଥିବି ହରପଲ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ । ନିର୍ମଳ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ତ୍ରିପତି ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]

ପାଖେ ପାଖେ ଥିବି ହରପଲ
ନିର୍ଦ୍ଦେଶକତ୍ରିପତି ସାହୁ
ପ୍ରଯୋଜକସୀତାରାମ ଅଗ୍ରୱାଲ
ନମିତା ଅଗ୍ରୱାଲ
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟତ୍ରିପତି ସାହୁ
କାହାଣୀନିର୍ମଳ ନାୟକ
କଳାକାରସମ୍ବିତ ଆଚାର୍ଯ୍ୟ
ତମନ୍ନା ବ୍ୟାସ
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣଅଜିତ
ସମ୍ପାଦକରାଜେଶ ଦାଶ
Production
company
ସିଦ୍ଧାର୍ଥ ମ୍ୟୁଜିକ
ମୁକ୍ତିଲାଭ ତାରିଖ
୧୪ ଜୁନ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଏବଂ ତମନ୍ନା ବ୍ୟାସ ।

ଅଭିନୟ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶଅରୁଣ ମନ୍ତ୍ରୀ, ନିର୍ମଳ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅର୍ପିତା ଚୌଧୁରୀ, ଆର୍.ଏସ୍. କୁମାର, ନେହା ନିହାରିକା କର, ହ୍ୟୁମାନ ସାଗର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."କ୍ୟାରମ୍ ବୋର୍ଡ଼ର କୁଇନ୍"ଅରୁଣ ମନ୍ତ୍ରୀଅର୍ପିତା ଚୌଧୁରୀ, ଆର୍.ଏସ୍. କୁମାର୦୪:୧୭
2."କଥା ତୋ'ର ପେନ୍‌କିଲର୍"ନିର୍ମଳ ନାୟକହ୍ୟୁମାନ ସାଗର, ନେହା ନିହାରିକା କର୦୪:୧୨
3."କେତେ ୱେଟ୍ ମତେ କରେଇବୁ"ନିର୍ମଳ ନାୟକହ୍ୟୁମାନ ସାଗର, ଅର୍ପିତା ଚୌଧୁରୀ୦୩:୩୪
4."ଖୋଜି ଖୋଜି କାଲିର ପ୍ରେମ"ଅରୁଣ ମନ୍ତ୍ରୀହ୍ୟୁମାନ ସାଗର୦୩:୩୧

ଆଧାର ସମ୍ପାଦନା

  1. "Pakhe Pakhe Thibi Harpal". OdiaMovieDB (in English). Retrieved 2023-10-09.{{cite web}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା