ପର୍ଫେନାଜାଇନ
ପର୍ଫେନାଜାଇନ, ଏକ ବେପାର ନାମ ଟ୍ରାଇଲାଫନ, ଏକ ଔଷଧ ଯାହା ସିଜୋଫ୍ରେନିଆ, ଉଦ୍ବେଗ ଏବଂ ଅଇ ଭଳି ସାଇକିସିସ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଆଣ୍ଟିସାଇକୋଟିକ୍ସ ପରି ଏହାର ଉପକାର ଦେଖାଯାଏ ।[୨] ବୌଦ୍ଧିକ ଅକ୍ଷମତା ଥିବା ଲୋକଙ୍କ ଆଚରଣଗତ ସମସ୍ୟା ପାଇଁ ଏହାକୁ ବ୍ୟବହାର କଲେ ଉପଯୋଗୀ ହେବା ପ୍ରମାଣିତ ହୋଇନାହିଁ ।[୧] ଏହା ପାଟିରେ ଦିଆଯାଏ ।[୧]
Clinical data | |
---|---|
AHFS/Drugs.com | monograph |
MedlinePlus | a682165 |
Pregnancy category | |
Routes of administration | By mouth and IM |
Legal status | |
Legal status | |
Pharmacokinetic data | |
Bioavailability | 40% |
Metabolism | Liver |
Elimination half-life | 8-12 (up to 20) hours |
Identifiers | |
| |
ECHA InfoCard | 100.000.346 |
Chemical and physical data | |
Formula | C21H26ClN3OS |
Molar mass | 403.97 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପାର୍କିନସୋନିଜ୍ମ, ଟାର୍ଡିଭ ଡିସ୍କିନେସିଆ, ନିଦ୍ରାଳୁ, ଶୁଖିଲା ପାଟି, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଓଜନ ବୃଦ୍ଧି ଏବଂ ଗାଲାକ୍ଟୋରିଆ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଡିମେନ୍ସିଆ, ନ୍ୟୁରୋଲେପ୍ଟିକ ମାଲିଗାଣ୍ଟ ସିଣ୍ଡ୍ରୋମ, ନିମ୍ନ ରକ୍ତଚାପ, ବାତ ଏବଂ ଆନାଫାଇଲକ୍ସିସ୍ ହୋଇପାରେ। [୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ଫେନୋଥିଆଜାଇନ୍ ଶ୍ରେଣୀର ଏକ ସାଧାରଣ ଆଣ୍ଟିସାଇକୋଟିକ । [୧]
୧୯୫୭ ମସିହାରେ ଯୁକ୍ତରାଷ୍ଟ୍ରରେ ବ୍ୟବହାର ପାଇଁ ପର୍ଫେନାଜାଇନ ଅନୁମୋଦିତ ହୋଇଥିଲା ।[୧] ୨୦୨୧ ମସିହାରେ ଏହାର ୪ ମିଗ୍ରା ବିଶିଷ୍ଟ ୯୦ଟି ବଟିକାର ମୂଲ୍ୟ ୩୩ ଡଲାର ଥିଲା ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Perphenazine Monograph for Professionals". Drugs.com (in ଇଂରାଜୀ). Archived from the original on 14 April 2021. Retrieved 27 October 2021.
- ↑ Hartung B, Sampson S, Leucht S (March 2015). "Perphenazine for schizophrenia". The Cochrane Database of Systematic Reviews. 3 (3): CD003443. doi:10.1002/14651858.CD003443.pub3. PMC 7173727. PMID 25749632.
- ↑ "Perphenazine (Trilafon) Use During Pregnancy". Drugs.com (in ଇଂରାଜୀ). Archived from the original on 30 November 2020. Retrieved 27 October 2021.
- ↑ "Perphenazine Prices, Coupons & Savings Tips - GoodRx". GoodRx. Archived from the original on 31 October 2016. Retrieved 27 October 2021.