ପର୍ଫେନାଜାଇନ, ଏକ ବେପାର ନାମ ଟ୍ରାଇଲାଫନ, ଏକ ଔଷଧ ଯାହା ସିଜୋଫ୍ରେନିଆ, ଉଦ୍‌ବେଗ ଏବଂ ଅଇ ଭଳି ସାଇକିସିସ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଆଣ୍ଟିସାଇକୋଟିକ୍ସ ପରି ଏହାର ଉପକାର ଦେଖାଯାଏ ।[୨] ବୌଦ୍ଧିକ ଅକ୍ଷମତା ଥିବା ଲୋକଙ୍କ ଆଚରଣଗତ ସମସ୍ୟା ପାଇଁ ଏହାକୁ ବ୍ୟବହାର କଲେ ଉପଯୋଗୀ ହେବା ପ୍ରମାଣିତ ହୋଇନାହିଁ ।[୧] ଏହା ପାଟିରେ ଦିଆଯାଏ ।[୧]

ପର୍ଫେନାଜାଇନ
Clinical data
AHFS/Drugs.commonograph
MedlinePlusa682165
Pregnancy
category
  • AU: C
  • US: C (Risk not ruled out)
Routes of
administration
By mouth and IM
Legal status
Legal status
Pharmacokinetic data
Bioavailability40%
MetabolismLiver
Elimination half-life8-12 (up to 20) hours
Identifiers
  • 2-[4-[3-(2-chloro-10H-phenothiazin-10-yl) propyl]piperazin-1-yl]ethanol
ECHA InfoCard100.000.346 Edit this at Wikidata
Chemical and physical data
FormulaC21H26ClN3OS
Molar mass403.97
3D model (JSmol)
  • Clc2cc1N(c3c(Sc1cc2)cccc3)CCCN4CCN(CCO)CC4
  • InChI=1S/C21H26ClN3OS/c22-17-6-7-21-19(16-17)25(18-4-1-2-5-20(18)27-21)9-3-8-23-10-12-24(13-11-23)14-15-26/h1-2,4-7,16,26H,3,8-15H2 checkY
  • Key:RGCVKNLCSQQDEP-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପାର୍କିନସୋନିଜ୍ମ, ଟାର୍ଡିଭ ଡିସ୍କିନେସିଆ, ନିଦ୍ରାଳୁ, ଶୁଖିଲା ପାଟି, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଓଜନ ବୃଦ୍ଧି ଏବଂ ଗାଲାକ୍ଟୋରିଆ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଡିମେନ୍ସିଆ, ନ୍ୟୁରୋଲେପ୍ଟିକ ମାଲିଗାଣ୍ଟ ସିଣ୍ଡ୍ରୋମ, ନିମ୍ନ ରକ୍ତଚାପ, ବାତ ଏବଂ ଆନାଫାଇଲକ୍ସିସ୍ ହୋଇପାରେ। [୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ଫେନୋଥିଆଜାଇନ୍ ଶ୍ରେଣୀର ଏକ ସାଧାରଣ ଆଣ୍ଟିସାଇକୋଟିକ[୧]

୧୯୫୭ ମସିହାରେ ଯୁକ୍ତରାଷ୍ଟ୍ରରେ ବ୍ୟବହାର ପାଇଁ ପର୍ଫେନାଜାଇନ ଅନୁମୋଦିତ ହୋଇଥିଲା ।[୧] ୨୦୨୧ ମସିହାରେ ଏହାର ୪ ମିଗ୍ରା ବିଶିଷ୍ଟ ୯୦ଟି ବଟିକାର ମୂଲ୍ୟ ୩୩ ଡଲାର ଥିଲା ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Perphenazine Monograph for Professionals". Drugs.com (in ଇଂରାଜୀ). Archived from the original on 14 April 2021. Retrieved 27 October 2021.
  2. Hartung B, Sampson S, Leucht S (March 2015). "Perphenazine for schizophrenia". The Cochrane Database of Systematic Reviews. 3 (3): CD003443. doi:10.1002/14651858.CD003443.pub3. PMC 7173727. PMID 25749632.
  3. "Perphenazine (Trilafon) Use During Pregnancy". Drugs.com (in ଇଂରାଜୀ). Archived from the original on 30 November 2020. Retrieved 27 October 2021.
  4. "Perphenazine Prices, Coupons & Savings Tips - GoodRx". GoodRx. Archived from the original on 31 October 2016. Retrieved 27 October 2021.