ପରଶମଣି (ଉପନ୍ୟାସ)
ଉପନ୍ୟାସ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ପରଶମଣି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ରଚିତ[୧] ଏକ ଓଡ଼ିଆ ଉପନ୍ୟାସ ।[୨] ଏହା ୧୯୨୫ ମସିହାରେ "ମୁକୁର ପ୍ରେସ"ଦ୍ୱାରା ପ୍ରକାଶିତ ହୋଇଥିଲା ।[୩]
ପରଶମଣି (ଉପନ୍ୟାସ) | |
---|---|
ଲେଖକ | କୁନ୍ତଳା କୁମାରୀ ସାବତ |
ଭାଷା | ଓଡ଼ିଆ |
ବିଭାଗ | ଉପନ୍ୟାସ |
ମାଧ୍ୟମ ପ୍ରକାର | ଛପାବହି |
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ Sachidananda Mohanty (2005). Early Women's Writings in Orissa, 1898-1950: A Lost Tradition. SAGE Publications. pp. 30–. ISBN 978-0-7619-3308-3.
- ↑ କୁନ୍ତଳା କୁମାରୀ ସାବତ. ସ୍ଫୁଲିଙ୍ଗ. ଭାରତୀ ତପୋବନ ସଙ୍ଘ, ଦିଲ୍ଲୀ (୧୯୨୯)
- ↑ http://shodhganga.inflibnet.ac.in/bitstream/10603/118458/6/06_chapter%201.pdf