ପଞ୍ଜାବ, ପାକିସ୍ତାନ
ପାକିସ୍ତାନୀ ପଞ୍ଜାବ, ପାକିସ୍ତାନର ଏକ ସୁବୋ ବା ରାଜ୍ୟ ଅଟେ। ଏହା ୩୬ଟି ଜିଲ୍ଲାକୁ ନେଇ ଗଠିତ ।ପଞ୍ଜାବ ଜନବସତି ଅନୁଯାୟୀ ସବୁଠୁ ବଡ଼ ରାଜ୍ୟ ଅଟେ।
ପଞ୍ଜାବ پنجاب | |||
---|---|---|---|
Masjid Wazir Khan - Lahore]]. Counter-clockwise from top left:
Chenab River, Lahore Fort, Nankana Sahib, Faisalabad, Noor Mahal - Bahawalpur, [[:|Masjid Wazir Khan - Lahore]]. | |||
| |||
![]() Location of Punjab in Pakistan | |||
Map of Punjab, Pakistan | |||
ଦେଶ | ପାକିସ୍ତାନ | ||
Established | ୧ ଜୁଲାଇ ୧୯୭୦ | ||
ରାଜଧାନୀ | ଲାହୋର | ||
Largest city | ଲାହୋର | ||
ସରକାର | |||
• ପ୍ରକାର | Province | ||
• ପରିଚାଳନା | Provincial Assembly | ||
• Governor | Latif Khosa (PPP) | ||
• Chief Minister | Shehbaz Sharif (PML (N)) | ||
କ୍ଷେତ୍ରଫଳ | |||
• ମୋଟ | 205344 km2 (79,284 sq mi) | ||
ଜନସଂଖ୍ୟା (2012) | |||
• ମୋଟ | ୯୧,୩୭୯,୬୧୫ | ||
• ଘନତା | 450/km2 (1,200/sq mi) | ||
2012 census preliminary | |||
ସମୟ ମଣ୍ଡଳ | UTC+5 (PKT) | ||
Main Language(s) | Other languages: Saraiki, Potohari, Hindko, Jhangochi, Mewati | ||
Assembly seats | 371[୧] | ||
ଜିଲ୍ଲା | ୩୬ | ||
Tehsils/Towns | ୧୨୭ | ||
ୱେବସାଇଟ | punjab.gov.pk |
ବ୍ୟୁତ୍ପତ୍ତି ତତ୍ତ୍ୱସମ୍ପାଦନ କରନ୍ତୁ
ଗ୍ରୀକମାନଙ୍କୁ ଏହା ପେଣ୍ଟାପୋଟାମିଆ ଭାବେ ଜଣା ଥିଲା, ଅର୍ଥାତ୍ ପଞ୍ଚ ନଦିର ସମାହାର ।[୨] ପଞ୍ଜାବ ଶବ୍ଦଟି ୧୭ଶ ଶତାବ୍ଦୀରେ ପ୍ରଚଳନ ହୋଇଥିଲା, ପାର୍ସି ଭାଷାରେ ଯାହାର ଅର୍ଥ panj (ପାଞ୍ଚ) and āb (ଜଳ)ର ମିଳନ, ଅର୍ଥତ୍ ପଞ୍ଚ ନଦୀର ମିଳନ, ଯାହା ଗ୍ରୀକ ନାମ ସହ ଏକାର୍ଥ ଥିଲା ।[୩] ଏହି ପାଞ୍ଚ ନଦୀ ଯଥାକ୍ରମେ ଚେନାବ, ଝେଲମ, ରାବି, ବେଆସ, ଓ ସତଲେଜ, ଯାହା ସିନ୍ଧୁ ନଦୀ ଦେଇ ଆରବ ସାଗରରେ ପଡ଼ିଛି । ପାଞ୍ଚୋଟି ନଦୀ ମଧ୍ୟରୁ ଚାରୋଟି ପାକିସ୍ତାନ ପଞ୍ଜାବରେ ଅଛି ।
ଭୂଗୋଳସମ୍ପାଦନ କରନ୍ତୁ
ଇତିହାସସମ୍ପାଦନ କରନ୍ତୁ
ମୋଗଲ ସାମ୍ରାଜ୍ୟସମ୍ପାଦନ କରନ୍ତୁ
ମୋଗଲମାନେ ଏହି ଅଞ୍ଚଳକୁ ୧୫୨୪ରୁ ୧୭୩୯ ପର୍ଜ୍ୟନ୍ତ ଶାସନ କରିଥିଲେ ଓ ବହୁତ ନିର୍ମାଣ କାର୍ଯ୍ୟ କରିଥିଲେ, ଯେପରି ଲାହୋରର ଶାଲିମାର ବଗିଚା [୪]ଓ ବଡ଼ସାହି ମସଜିଦ ।ମୁସଲିମ ସୈନ୍ୟ, ବଣିକ, ନିର୍ମାତା ଓ ସୁଫିମାନେ ପରଥିବୀର ଅନ୍ୟ ଅଞ୍ଚଳରୁ ଦକ୍ଷିଣ ଏସିଆର ଇସଲାମ ସୁଲତାନ୍ ସାମ୍ରାଜ୍ୟକୁ ଆସିଥିଲେ ।
ଆଫଗାନ ଦୁରାନୀ ସାମ୍ରାଜ୍ୟସମ୍ପାଦନ କରନ୍ତୁ
ସ୍ୱାତ ଅଞ୍ଚଳ ଯାହା ଆଫଗାନ ଆକ୍ରମଣକାରୀ ଅହମ୍ମଦ ଶାହ ଦୁରାନିଙ୍କଦ୍ୱାରା ୧୭୪୭ ମସିହାରେ ଦୁରାନୀ ସାମ୍ରାଜ୍ଯ ସହ ସଂଯୁକ୍ତ ହୋଇଥିଲା, ୧୭୬୨ ପର୍ଯ୍ୟନ୍ତ ଥିଲା ।[୫]
ମରାଠା ସାମ୍ରାଜ୍ୟସମ୍ପାଦନ କରନ୍ତୁ
୧୭୫୮ରେ ହିନ୍ଦୁ ମରାଠା ସାମ୍ରାଜ୍ୟର ଗେନେରାଲ ରଘୁନାଥ ରାଓ ଲାହୋର ଓ ଆଟ୍ଟୋକ ଅଧିକାର କଲେ । ତିମୁର ଶାହ ଦୁରାନୀ ଓ ଭାଇସ୍ରାୟ ଅହମ୍ମଦ ଶାହ ଅବଦଲୀ ପଞ୍ଜାବରୁ ବିତାଡ଼ିତ ହେଲେ । ପେଶୱାରର ଦକ୍ଷିନ ଓ ଉତ୍ତରରେ ଥିବା ଅଞ୍ଚଳ ଏବଂ ଲାହୋର, ମୁଲତାନ, ଦେରା ଘାଜି ଖାନ, କାଶ୍ମୀର ମରାଠା ଅଞ୍ଚଳ ଅଧୀନକୁ ଆସିଗଲା ।[୬] ପଞ୍ଜାବ ଓ କାଶ୍ମୀରରେ ମରାଠାମାନେ ମୁଖ୍ୟ ଥିଲେ ।[୭][୮] ୧୭୬୧ରେ ପାନିପତ ଯୁଦ୍ଧ ୩ ହୋଇଥିଲା, ଯେଉଁଥିରେ ଅହମ୍ମଦ ଶାହ ଅବଦଲୀ ପଞ୍ଜାବ ଓ କାଶ୍ମୀରର ମରାଠା ଅଞ୍ଚଳ ପୁଣିଥରେ ଅଧିକାର କଲେ ।[୯]
ଭାଷା ଓ ସଂସ୍କୃତିସମ୍ପାଦନ କରନ୍ତୁ
ପର୍ଯ୍ୟଟନସମ୍ପାଦନ କରନ୍ତୁ
Lahore Fort, a UNESCO World Heritage Site
Badshahi Mosque, Lahore
Tomb of Jahangir, Lahore
- Faisalabad ClockTower.jpg
Faisalabad Clock Tower, built during the British Raj
GPO, Lahore
- Chauburji, Lahore.jpg
Chauburji Garden, Lahore
Taxila is a World Heritage Site
- Aiwan e Iqbal Building, Lahore.JPG
Aiwan-e-Iqbal, Lahore
Major Akram Memorial, Jhelum
Different shapes of clay pots mostly made in Gujrat
Provincial animal | ||
---|---|---|
Provincial bird | ||
Provincial tree | ||
Provincial flower | ||
Provincial sport |
ଆଧାରସମ୍ପାଦନ କରନ୍ତୁ
- ↑ "Provincial Assembly - Punjab".
- ↑ Manmohan Singh, H. K. "Punjab". Encyclopaedia of Sikhism. Punjabi University Patiala. Retrieved 15 May 2016.
- ↑ Singh, Pritam (2008). Federalism, Nationalism and Development: India and the Punjab Economy. London; New York: Routledge. p. 3. ISBN 0-415-45666-5.
- ↑ "Shalamar Garden". Gardens of the Mughal Empire. Retrieved July 2016.
{{cite web}}
: Check date values in:|access-date=
(help) - ↑ "The History of Afghanistan". Retrieved 20 March 2015.
- ↑ Advanced Study in the History of Modern India: 1707 – 1813 – Jaswant Lal Mehta – Google Books. Books.google.co.in. Retrieved on 12 July 2013.
- ↑ Roy, Kaushik. India's Historic Battles: From Alexander the Great to Kargil. Permanent Black, India. pp. 80–1. ISBN 978-81-7824-109-8.
- ↑ Elphinstone, Mountstuart (1841). History of India. John Murray, Albermarle Street. p. 276.
- ↑ For a detailed account of the battle fought, see Chapter VI of The Fall of the Moghul Empire of Hindustan by H. G. Keene.
ବାହାର ତଥ୍ୟସମ୍ପାଦନ କରନ୍ତୁ
ପଞ୍ଜାବ, ପାକିସ୍ତାନ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
- Government of Punjab, Pakistan
- ପଞ୍ଜାବ, ପାକିସ୍ତାନ at Curlie
- Guide of Punjab