ପଞ୍ଚଲିଙ୍ଗେଶ୍ବର

ହିନ୍ଦୁ ଦେବତା

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ପଞ୍ଚଲିଙ୍ଗେଶ୍ବର
ଗାଆଁ
ପଞ୍ଚଲିଙ୍ଗେଶ୍ୱର ଶିବ ମନ୍ଦିର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲାବାଲେଶ୍ୱର ଜିଲା
Time zoneIST (+୫.୩୦)
Area code+୦୬୭୮୨
ଯାନବାହାନ ପଞ୍ଚୀକରଣOR/01

ପଞ୍ଚଲିଙ୍ଗେଶ୍ୱର ଓଡ଼ିଶାର ବାଲେଶ୍ୱର ଜିଲାର ନୀଳଗିରି ନିକଟରେ ଅବସ୍ଥିତ । ଏଠାରେ ପାହାଡ଼ୀ ଝରଣା ଭିତରେ ପାଞ୍ଚୋଟି ଶିବଲିଙ୍ଗ ପୂଜାପାଉଛନ୍ତି ଯାହାଙ୍କ ନାମ ଅନୁସାରେ ଏହି ଜାଗାର ନାମ ପଞ୍ଚଲିଙ୍ଗେଶ୍ୱର ହୋଇଛି । ପଞ୍ଚଲିଙ୍ଗେଶ୍ୱର ଶିବ ମନ୍ଦିର ଏଠାକାର ଏକ ଜଣାଶୁଣା ପର୍ଯ୍ୟଟନ ସ୍ଥଳ ।[୧]

ଗମନାଗମନ ସମ୍ପାଦନା

ଏହା ନୀଳଗିରିଠାରୁ ୮ କିମି, ବାଲେଶ୍ୱରଠାରୁ ୩୦ କିମି ଓ ବାରିପଦାଠାରୁ ୮୫ କିମି ଦୂରତାରେ ରହିଛି। ଏହି ଦୁଇ ସହରଠାରୁ ବସଯୋଗେ ଗମନାଗମନର ସୁବିଧା ଅଛି । ଏଠାରେ ଏକ ସରକାରୀ ପାନ୍ଥଶାଳା ଅଛି ।

 
ପାହାଡ଼ି ଝରଣା ଭିତରେ ବାବା ପଞ୍ଚଲିଙ୍ଗେଶ୍ୱର

ଆଧାର ସମ୍ପାଦନା

  1. "Odisha Tourism". Archived from the original on 2011-07-26. Retrieved 2011-08-03.

ଅଧିକା ତାଥ୍ୟ ସମ୍ପାଦନା

ଛାଞ୍ଚ:ବାଲେଶ୍ୱର