ପଙ୍କଜ ଉଧାସ

ଭାରତୀୟ ଗଜଲ ଗାୟକ

ପଙ୍କଜ ଉଧାସ(୧୭ ମେ ୧୯୫୧ – ୨୬ ଫେବୃଆରୀ ୨୦୨୪) ଜଣେ ଭାରତୀୟ ଗଜଲ ଓ ପ୍ରଚ୍ଛଦପଟ୍ଟ ଗାୟକ ଥିଲେ । ୧୯୮୦ ମସିହାରେ ତାଙ୍କର ପ୍ରଥମ ଗଜଲ ଆଲବମ ଆହଟ ରିଲିଜ ହୋଇଥିଲା । ୧୯୮୧ ମସିହାରେ ମୁକରର, ୧୯୮୨ ମସିହାରେ ତରନ୍ନୁମ, ୧୯୮୩ରେ ମେହଫିଲ, ୧୯୮୪ରେ ପଙ୍କଜ ଉଧାସ ଲାଇଭ ଆଟ ରୟାଲ ଆଲବର୍ଟ ହଲ, ୧୯୮୫ରେ ନାୟାବ, ୧୯୮୬ରେ ଆଫ୍ରିନ ଆଦି ଆଲବମ ରିଲିଜ ହୋଇ ସେ ଅନେକ ଲୋକପ୍ରିୟତା ହାସଲ କରିଥିଲେ । ୧୯୮୬ ମସିହାରେ ନିର୍ଦ୍ଦେଶକ ମହେଶ ଭଟ୍ଟ ତାଙ୍କୁ ଚଳଚ୍ଚିତ୍ର ନାମରେ ଚିଠି ଆଇ ହେ ନାମ ଗୀତ ଗାଇବାକୁ ଦେଇଥିଲେ । ଏହି ଗୀତଟି ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା । ଏହାପରେ ସେ ଅନେକ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟକ ଭାବରେ ମଧ୍ୟ ନିଜ କଣ୍ଠଦାନ କରିଥିଲେ । ୨୦୦୬ ମସିହାରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।[୭] ତାଙ୍କର ଦୁଇ ଭାଇ ନିର୍ମଳ ଉଧାସମନୋହର ଉଧାସ ମଧ୍ୟ କଣ୍ଠଶିଳ୍ପୀ ।

ପଙ୍କଜ ଉଧାସ
ପଙ୍କଜ ଉଧାସଙ୍କ ୨୦୧୫ ମସିହାର ଛବି
Background information
ଜନ୍ମ(1951-05-17)୧୭ ମଇ ୧୯୫୧
ଜେତପୁର, ଗୁଜରାଟ, ଭାରତ[୧]
ମୃତ୍ୟୁ୨୬ ଫେବୃଆରୀ ୨୦୨୪(2024-02-26) (ବୟସ ୭୨)[୨]
ମୁମ୍ବାଇ, ମହାରାଷ୍ଟ୍ର, ଭାରତ
Musical career
ଶୈଳୀଗଜଲ
ପେଷାଗଜଲ ଗାୟକ
କାର୍ଯ୍ୟକାଳ୧୯୮୦-୨୦୨୪
ଲେବଲଇ ଏମ ଆଇ,ଟି ସିରିଜ
ସମ୍ମାନ ପଦ୍ମଶ୍ରୀ (୨୦୦୬)[୩][୪][୫][୬]

ଆଧାର ସମ୍ପାଦନା

  1. "दुनिया को अलव‍िदा कह गए 'च‍िट्ठी आई है' गाने वाले पंकज उधास, 72 की उम्र में ली आख‍िरी सांस". आज तक (in ହିନ୍ଦୀ). 26 February 2024. Archived from the original on 26 February 2024. Retrieved 26 February 2024.
  2. "Pankaj Udhas Death: Netizens Mourn Demise Of The Legend". TimesNow (in ଇଂରାଜୀ). 26 February 2024. Archived from the original on 26 February 2024. Retrieved 26 February 2024.
  3. "Pankaj Udhas: Journey from Aahat In 1980 To Winning Padma Shri; Iconic Moments Of Ghazal Maestro". TimesNow (in ଇଂରାଜୀ). 26 February 2024.
  4. "Pankaj Udhas Birthday: पद्मश्री मिलने की खबर से अनजान थे पंकज उधास, दोस्त ने बताया तो दी थी मजेदार प्रतिक्रिया". Amar Ujala (in ହିନ୍ଦୀ).
  5. "Pankaj Udhas: Journey from Aahat In 1980 To Winning Padma Shri; Iconic Moments Of Ghazal Maestro". TimesNow (in ଇଂରାଜୀ). 26 February 2024.
  6. Tiwari, Himanshi; Hindi, India TV (26 February 2024). "'चिट्ठी आई है..' गाने से पंकज उधास को मिला था फेम, पद्मश्री पुरस्कार मिलने के पीछे है दिलचस्प किस्सा". India TV Hindi (in ହିନ୍ଦୀ).
  7. "Padma Shri Awardees". Retrieved 19 December 2011.