ନ୍ୟାସନାଲ ଜିଓଗ୍ରାଫିକ
ନ୍ୟାସନାଲ ଜିଓଗ୍ରାଫିକ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ "ନ୍ୟାସନାଲ ଜିଓଗ୍ରାଫିକ ସୋସାଇଟି"ଦ୍ୱାରା ପ୍ରକାଶିତ ହେଉଥିବା ଏକ ମାସିକ ପତ୍ରିକା । ଏହା ଖ୍ରୀଷ୍ଟାବ୍ଦ ୧୮୮୮ ମସିହାରୁ ନିରବିଚ୍ଛିନ୍ନ ଭାବରେ ପ୍ରକାଶିତ ହୋଇ ଆସୁଅଛି । ଯଦିଓ ଏହାର ନାମରେ ଭୂଗୋଳ ଶବ୍ଦ ଅଛି, ଏହା କେବଳ ଭୂଗୋଳ ବିଷୟରେ ନୁହଁ । ଏଥିରେ ଭୂଗୋଳ ସହ, ବିଜ୍ଞାନ, ଇତିହାସ, ପ୍ରକୃତି, ସଂସ୍କୃତି ବିଷୟରେ ମଧ୍ୟ ଲେଖା ବାହାରିଥାଏ ।
ସମ୍ପାଦକ | Susan Goldberg[୧] |
---|---|
ପ୍ରକାର | ଭୂଗୋଳ , ବିଜ୍ଞାନ , ଇତିହାସ, ପ୍ରକୃତି, ସଂସ୍କୃତି |
ପ୍ରକାଶ ଅବୃତ୍ତି | ମାସିକ |
Total circulation (June 2016) | ୬.୧ ନିୟୁତ (ସାରା ବିଶ୍ୱରେ)[୨] |
ପ୍ରଥମ ସଂଖ୍ୟା | ସେପ୍ଟେମ୍ବର 22, 1888[୩] |
କମ୍ପାନୀ | National Geographic Partners (21st Century Fox [73%] National Geographic Society [27%])[୪] |
ଦେଶ | ଯୁକ୍ତରାଷ୍ଟ୍ର ଆମେରିକା |
ଆଧାରିତ | Washington, D.C.[୫] |
ଭାଷା | ଇଂରାଜୀ ଏବଂ ଅନ୍ୟ ଭାଷାମାନ |
ୱେବସାଇଟ | ngm |
ISSN | 0027-9358 |
OCLC ନମ୍ବର | 643483454 |
ଆଧାର
ସମ୍ପାଦନା- ↑ "Masthead: National Geographic Magazine". National Geographic. ଜୁଲାଇ 1, 2014. Archived from the original on ଜୁଲାଇ 1, 2014. Retrieved ଜୁଲାଇ 1, 2014.
- ↑ "AAM: Total Circ for Consumer Magazines". Alliance for Audited Media. December 31, 2013. Archived from the original on April 18, 2014. Retrieved April 18, 2014.
- ↑ Celebrating 125 years
- ↑ National Geographic
- ↑ "Contact Us". National Geographic. Archived from the original on May 15, 2016. Retrieved November 29, 2015.