ନେଫାଜୋଡୋନ

ଏହା ଏକ ଔଷଧ ଯାହା ମୁଖ୍ୟତଃ major ପ୍ରମୁଖ ଉଦାସୀନ ବେମାରୀ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ନେଫାଜୋଡୋନ ହେଉଛି ଏକ ଔଷଧ ଯାହା ମୁଖ୍ୟତଃ major ପ୍ରମୁଖ ଉଦାସୀନ ବେମାରୀ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଏହା ବ୍ୟବ‌ହାର ହେଉଥିବା ଅନ୍ୟାନ୍ୟ ରୋଗମାନଙ୍କର ନାମ ଆକ୍ରମଣାତ୍ମକ ଆଚରଣ ଏବଂ ପ୍ୟାନିକ ଡିଜଅର୍ଡ଼ର ଅନ୍ତର୍ଭୁକ୍ତ ।[୪] ଏହା ପାଟିରେ ଦିଆଯାଏ ।[୩] ପ୍ୟାନିକ ଡିଜଅର୍ଡ଼ର

ନେଫାଜୋଡୋନ
Clinical data
Trade namesSerzone, Dutonin, Nefadar, others
SynonymsBMY-13754-1; MJ-13754-1
AHFS/Drugs.commonograph
MedlinePlusa695005
Pregnancy
category
  • C
Routes of
administration
By mouth
Legal status
Legal status
  • AU: S4 (Prescription only)
  • ℞ (Prescription only)
Pharmacokinetic data
Bioavailability20% (variable)[୨]
Protein binding99% (loosely)[୨]
MetabolismLiver (CYP3A4, CYP2D6)[୧]
MetabolitesHydroxynefazodone[୨]
mCPP[୨]
p-Hydroxynefazodone[୧]
Triazoledione[୨]
Elimination half-life• Nefazodone: 2–4 hours[୨]
Hydroxynefazodone: 1.5–4 hours[୨]
Triazoledione: 18 hours[୨]
mCPP: 4–8 hours[୨]
ExcretionUrine: 55%
Feces: 20–30%
Identifiers
  • 1-(3-[4-(3-chlorophenyl)piperazin-1-yl]propyl)-3-ethyl-4-(2-phenoxyethyl)-1H-1,2,4-triazol-5(4H)-one
Chemical and physical data
FormulaC25H32ClN5O2
Molar mass୪୭୦.୦୧ g·mol−1
3D model (JSmol)
  • Clc4cccc(N3CCN(CCCN1/N=C(\N(C1=O)CCOc2ccccc2)CC)CC3)c4
  • InChI=1S/C25H32ClN5O2/c1-2-24-27-31(25(32)30(24)18-19-33-23-10-4-3-5-11-23)13-7-12-28-14-16-29(17-15-28)22-9-6-8-21(26)20-22/h3-6,8-11,20H,2,7,12-19H2,1H3 checkY
  • Key:VRBKIVRKKCLPHA-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଶୁଖିଲା ପାଟି, ଅଇ, କୋଷ୍ଠକାଠିନ୍ୟ, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଏବଂ ଦ୍ୱନ୍ଦ୍ୱ ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଆତ୍ମହତ୍ୟା, ବାଇପୋଲାର ଡିଜଅର୍ଡ଼ର, ବାତ ଏବଂ ପ୍ରିଆପିଜ୍ମ ଅନ୍ତର୍ଭୁକ୍ତ ହୋଇପାରେ ।[୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୫] ଏହାର କାର୍ଯ୍ୟ ଶୈଳୀ ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ନୁହେଁ କିନ୍ତୁ ମସ୍ତିଷ୍କ ମଧ୍ୟରେ ୫-ଏଚଟି (5-HT) ଏବଂ ନର୍‌ଏପିନେଫ୍ରିନ ଉପରେ ପ୍ରଭାବ ପକାଇପାରେ ।[୨]

ନେଫାଜୋଡୋନ ୧୯୮୨ ମସିହାର ପେଟେଣ୍ଟ କରାଯାଇଥିଲା ଏବଂ ୧୯୮୮ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] [୬] ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ । [୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ଏହା ପିଛା ପ୍ରାୟ ୨୬୦ ଡଲାର ଖର୍ଚ୍ଚ ହୋଇଥାଏ ।[୭] ଏହା ଆଉ ସାଧାରଣତଃ ବ୍ୟବହୃତ ହେଉନାହିଁ ।[୪]

ଆଧର ସମ୍ପାଦନା

  1. ୧.୦ ୧.୧ Gian Maria Pacifici; Olavi Pelkonen (24 May 2001). Interindividual Variability in Human Drug Metabolism. CRC Press. pp. 103–. ISBN 978-0-7484-0864-1. Archived from the original on 6 August 2020. Retrieved 20 October 2021.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Alan F. Schatzberg, M.D.; Charles B. Nemeroff, M.D., Ph.D. (2017). The American Psychiatric Association Publishing Textbook of Psychopharmacology, Fifth Edition. American Psychiatric Pub. pp. 460–. ISBN 978-1-58562-523-9.{{cite book}}: CS1 maint: multiple names: authors list (link)
  3. ୩.୦ ୩.୧ ୩.୨ ୩.୩ ୩.୪ "Nefazodone Monograph for Professionals". Drugs.com (in ଇଂରାଜୀ). Archived from the original on 27 February 2021. Retrieved 12 November 2021.
  4. ୪.୦ ୪.୧ ୪.୨ "Nefazodone". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 2021-05-06. Retrieved 2021-11-12.
  5. "Nefazodone (Serzone) Use During Pregnancy". Drugs.com (in ଇଂରାଜୀ). Archived from the original on 29 November 2020. Retrieved 12 November 2021.
  6. J. Elks (14 November 2014). The Dictionary of Drugs: Chemical Data: Chemical Data, Structures and Bibliographies. Springer. pp. 857–. ISBN 978-1-4757-2085-3. Archived from the original on 6 August 2020. Retrieved 20 October 2021.
  7. "Nefazodone Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 7 March 2021. Retrieved 12 November 2021.