ବଲାଙ୍ଗୀର ଏଆରଷ୍ଟ୍ରିପ
(ନୂଆଗାଁ ଏୟାରପୋର୍ଟ,ବଲାଙ୍ଗିରରୁ ଲେଉଟି ଆସିଛି)
ବଲାଙ୍ଗୀର ଏଆରଷ୍ଟ୍ରିପ (IATA: VE63) ଭାରତର ଓଡ଼ିଶାସ୍ଥିତ ବଲାଙ୍ଗିର ଜିଲ୍ଲାର ସଦର ମହକୁମାଠାରେ ଅବସ୍ଥିତ ଏକ ବିମାନ ଅବତରଣ ସ୍ଥଳ । ଏହା ଏକ ବେସରକାରୀ/ସର୍ବସାଧାରଣ ବିମାନ ବନ୍ଦର । ଏହା ନିକଟସ୍ଥ ବିମାନ ଅବତରଣ ସ୍ଥଳ/ବିମାନବନ୍ଦର ଭବାନୀପାଟଣାର ଉତ୍କେଲା ଏଆରଷ୍ଟ୍ରିପ । [୧]
ବଲାଙ୍ଗୀର ଏଆରଷ୍ଟ୍ରିପ | |||
---|---|---|---|
IATA: none – ICAO: VE36 | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | ସର୍ବସାଧାରଣ/ବେସରକାରୀ | ||
Owner | ଓଡ଼ିଶା ସରକାର | ||
ସେବା | ବଲାଙ୍ଗୀର | ||
ଅବସ୍ଥାନ | ଟୁରୁସା, ବଲାଙ୍ଗୀର ଜିଲ୍ଲା, ଓଡ଼ିଶା | ||
ଉଚ୍ଚତା (ସମୁଦ୍ର ଠାରୁ) | 656 ft / 200 m | ||
ଦିଗବାରେଣି | 20°30′41″N 83°26′50″E / 20.51139°N 83.44722°E | ||
Map | |||
ଓଡ଼ିଶାରେ ଅବସ୍ଥିତି | |||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
୦୬/୨୪ | ୪୨୩୫ | ୧୨୯୦ | ଆସଫାଲ୍ଟ |
ଆଧାର
ସମ୍ପାଦନା- ↑ "Airports in Odisha, India @ OurAirports". ourairports.com.