ନୀଳମାଧବ (ଓଡ଼ିଆ କଥାଚିତ୍ର)

୧୯୭୯ର ଓଡ଼ିଆ କଥାଚିତ୍ର

ନୀଳମାଧବ ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା 'ଜଗନ୍ନାଥ ପ୍ରସାଦ ଭଗତ'ଙ୍କ ନିର୍ଦ୍ଦେଶନାରେ ଶ୍ରୀପତି ଫିଲ୍ମସ ବ୍ୟାନରରେ ନିର୍ମିତ ହେଇଥିଲା ।

ନୀଳମାଧବ
ନିର୍ଦ୍ଦେଶକଜଗନ୍ନାଥ ପ୍ରସାଦ ଭଗତ
ପ୍ରଯୋଜକଜଗନ୍ନାଥ ପ୍ରସାଦ ଭଗତ
ସଂଳାପଜଗନ୍ନାଥ ପ୍ରସାଦ ଭଗତ
କଳାକାରରାମଚନ୍ଦ୍ର ପ୍ରତିହାରୀ, ମମତା
ସଙ୍ଗୀତନିର୍ମଳ କୁମାର ମହାପାତ୍ର
ମୁକ୍ତିଲାଭ ତାରିଖ
୧୪ ସେପ୍ଟେମ୍ବର ୧୯୭୯[୧]
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୨୧ଲକ୍ଷ ୫୦ହଜାର

ଅଭିନୟରେ ସମ୍ପାଦନା

ଓଡ଼ିଆ କଥାଚିତ୍ର ‘ନୀଳମାଧବ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର ସମ୍ପାଦନା

  1. "ନୀଳମାଧବ". ନିତିଦିନ 'ନଜର୍'. Archived from the original on 2019-03-28. Retrieved 11 April 2017.
  2. ନନ୍ଦ, ପ୍ରଶାନ୍ତ. "ହୃଦୟର ଏଇ ଶୂନ୍ୟତା". ନଜର୍ (ନିତିଦିନ). Archived from the original on 2020-10-18. Retrieved 18 September 2016.

ଅଧିକ ତଥ୍ୟ ସମ୍ପାଦନା