ମମତା ଏକ ମାନବିକ ଗୁଣ ଯାହାକୁ ମଣିଷପଣିଆର ସବୁଠୁ ଉର୍ଧ୍ଧରେ ଥିବା ଗୁଣ ଭାବରେ ବିବେଚନା କରାୟାଇଥାଏ, ଏହାକୁ ସମାଜ ଗଠନ, ଦର୍ଶନ ଓ ମଣିଷପଣିଆର ମୂଳସ୍ତମ୍ଭ କୁହାଯାଇଥାଏ । "ମମତା ଯୋଜନା" : ଓଡ଼ିଶା ସରକାରଙ୍କଦ୍ୱାରା ପରିଚାଳିତ ଏକ ସର୍ତ୍ତମୂଳକ ମାତୃ ମଙ୍ଗଳ ଯୋଜନା ବା (conditional maternity benefit scheme)। ଏହି ଯୋଜନାଟି ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଗର୍ଭାବସ୍ଥା ଓ ଗର୍ଭାବସ୍ଥାପରର ସ୍ୱାସ୍ଥ୍ୟ ନିମନ୍ତେ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଓ ଉଭୟ ମା ଓ ନବଜାତ ଶିଶୁର ଯତ୍ନ ନିମନ୍ତେ ମୋଟ ଟ.୫୦୦୦.୦୦ଙ୍କାର ଏକ ନିର୍ଦ୍ଧିଷ୍ଟ ରାଶି ଚାରିଗୋଟି କିସ୍ଥିରେ ଗର୍ଭାବସ୍ଥାରୁ ଆରମ୍ଭ କରି ନବଜାତ ଶିଶୁକୁ ନଅ ମାସ ହେବା ମଧ୍ୟରେ ସିଧାସଳଖ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନସ୍ଥ ସମନ୍ୱିତ ଶିଶୁ ବିକାଶ ଯୋଜନାର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କଦ୍ୱାରା ଜିମା ଦିଆଯାଇଥାଏ। ଯେହେତୁ ମମତା ଯୋଜନାଟି ଏକ ସର୍ତ୍ତମୂଳକ ମାତୃମଙ୍ଗଳ ଯୋଜନା ସେଥିଲାଗି ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରରେ ଗର୍ଭାବସ୍ଥାର ପଞ୍ଜିକରଣ କରାଇ ଆବଶ୍ୟକ ସର୍ତ୍ତଗୁଡିକୁ ପାଳନ କରିବାକୁ ପଡିଥାଏ ।

ଧର୍ମ ଓ ଆଧ୍ୟାତ୍ମିକ ମତବାଦ ସମ୍ପାଦନା

ହିନ୍ଦୁ ଧର୍ମ ସମ୍ପାଦନା

ବୌଦ୍ଧବାଦ ସମ୍ପାଦନା

 
ଅବଲୋକିତେଶ୍ୱର, କରୁଣାର ବୋଧିସତ୍ତ୍ୱ, ଜାପାନରେ ଥିବା ୧୬ଶ ଶତାବ୍ଦୀର ଛବି

ଦ୍ରଷ୍ଟବ୍ୟ ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା

{