ନିର୍ମଳ ମୁଣ୍ଡା

ଓଡ଼ିଆ ରାଜନୀତିଜ୍ଞ

ଲେଖା ଚାଲିଛି...

ନିର୍ମଳ ମୁଣ୍ଡା
ଫାଇଲ:Nirmal Munda.png
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀମଦନ ମୋହନ ଅମାତ
ପର ଅଧିକାରୀପ୍ରମଚାନ୍ଦ ଭଗତ
ନିର୍ବାଚନ ମଣ୍ଡଳୀବିଶ୍ରା
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୮୯୩
ବର୍ତ୍ତୋଲି, ରାଇବୋଗା, ଗଙ୍ଗପୁର, ବ୍ରିଟିଶ ଭାରତ
ମୃତ୍ୟୁ୨ ଜାନୁଆରୀ ୧୯୭୩
ବର୍ତ୍ତୋଲି, ବୀରମିତ୍ରପୁର, ସୁନ୍ଦରଗଡ଼ ଓଡ଼ିଶା
ରାଜନୀତିକ ଦଳନିର୍ଦ୍ଦଳୀୟ ରାଜନତା
ବାପା/ବୋଉମାରାଃ ମୁଣ୍ଡା (ବାପା)
ଗମି ମୁଣ୍ଡା (ମାଆ)
ପେଷାପ୍ରଥମ ବିଶ୍ୱଯୁଦ୍ଧ ସୈନିକ, କୃଷକ ନେତା, ସ୍ୱାଧୀନତା ସଂଗ୍ରାମୀ, ରାଜନେତା

ନିର୍ମଳ ମୁଣ୍ଡା (୧୮୯୩ - ୨ ଜାନୁଆରୀ ୧୯୭୩) ଜଣେ ଭାରତୀୟ ସ୍ୱାଧୀନା ସଂଗ୍ରାମୀ, ପ୍ରଥମ ବିଶ୍ୱଯୁଦ୍ଧର ସୈନିକ, କୃଷକ ନେତା ତଥା ରାଜନେତା ଥିଲେ । ସେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂ ଜଣେ ଆଦିବାସୀ ନେତା ଭାବରେ ଆଦିବାସୀ ଜନଜାତିର କଲ୍ୟାଣ ଉଦ୍ଦେଶ୍ୟରେ କାମ କରିଥିଲେ ।[][][][][][]

ପ୍ରାରମ୍ଭିକ ଜୀବନ

ସମ୍ପାଦନା

ନିର୍ମଳ ୧୮୯୩ ମସିହାରେ ବ୍ରିଟିଶ-ଭାରତ ଅନ୍ତର୍ଗତ ଗଙ୍ଗପୁର ରାଜ୍ୟର ବର୍ତ୍ତୋଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମାରାଃ ମୁଣ୍ଡା ଓ ମାଆଙ୍କ ନାମ ଗମି ମୁଣ୍ଡା । ବର୍ତ୍ତୋଲିରେ, ତାଙ୍କର ପ୍ରାରମ୍ଭିକ ଶିକ୍ଷା ସମାପ୍ତ ହୋଇଥିଲା । ଏହାପରେ ଉଚ୍ଚ ପ୍ରାଥମିକ ଶିକ୍ଷାଗ୍ରହଣ ପାଇଁ ସେ ରାଜଗାଙ୍ଗପୁର ଯାଇଥିଲେ । ମଧ୍ୟବର୍ତ୍ତୀକାଳୀନ ଶିକ୍ଷା ଗ୍ରହଣ ପାଇଁ ସେ କରଞ୍ଜୋ (ବର୍ତ୍ତମାନ ଝାଡ଼ଖଣ୍ଡରେ ଅନ୍ତର୍ଗତ) ଯାଇଥିଲେ । ଏହାପରେ, ୧୯୧୭ ମସିହାରେ, ସେ ରାଞ୍ଚି ସ୍ଥିତ ଜିଇଏଲ୍ ଚର୍ଚ୍ଚ ହାଇସ୍କୁଲରେ ଯୋଗ ଦେଇଥିଲେ । ହାଇସ୍କୁଲରେ ପଢ଼ିବା ସମୟରେ ସେ ବ୍ରିଟିଶ ସୈନ୍ୟ ଦ୍ୱାରା ନିଯୁକ୍ତ ହୋଇଥିଲେ ଏବଂ ୧୭ ନଭେମ୍ବର ୧୯୧୭ରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଫ୍ରାନ୍ସ ଗ୍ରସ୍ତ କରିଥିଲେ । ଜୁଲାଇ ୧୯୧୯ରେ, ସେ ବର୍ତ୍ତୋଳି ପ୍ରତ୍ୟାବର୍ତ୍ତନ କରିଥିଲେ ।[]

ଗଙ୍ଗପୁରରେ ମୁଣ୍ଡା ଆନ୍ଦୋଳନ

ସମ୍ପାଦନା

୧୯୨୯ ମସିହାରୁ ୧୯୩୫ ମଧ୍ୟରେ ଗଙ୍ଗପୁରରେ ଜମିର ରାଜସ୍ୱ ଉଦ୍‌ବେଗଜନକ ହାରରେ ବୃଦ୍ଧି ପାଇଥିଲା । ଉପେନ୍ଦ୍ରନାଥ ଘୋଷ ସେଟଲ୍‌ମେଣ୍ଟ (୧୯୨୯-୧୯୩୧) ଓ ଇନ୍ଦ୍ରବିଳାସ ମୁଖାର୍ଜୀ ସେଟଲ୍‌ମେଣ୍ଟ (୧୯୩୨-୧୯୩୫) ଆଦିବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷର ସୂତ୍ରପାତ କରାଇଥିଲା । ୧୯୩୨ ମସିହାରେ ମୁଖାର୍ଜୀ ବୁଝାମଣା ପରେ ବେଠି ଓ ବେଗାରୀ (ଭଡ଼ାଟିଆଙ୍କ ଦ୍ୱାରା ରାଜ୍ୟକୁ ବିନା ଦରମାରେ ବାଧ୍ୟତାମୂଳକ ଶ୍ରମ ସେବା) ବଦଳରେ ଉପର ଜମିକୁ ଆକଳନରୁ ବାଦ୍ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଅନୁଭବ କରାଗଲା ଯେ ବେଠି ଓ ବେଗାରୀ ପ୍ରଥା କେବଳ ସାମାନ୍ୟ ରାସ୍ତା ମରାମତି ପାଇଁ ବ୍ୟବହୃତ ହେଉଛି । ବ୍ୟସ୍ତବହୁଳ ସମୟରେ କାମ ଛାଡ଼ିବାକୁ ବାଧ୍ୟ ହେଉଥିବାରୁ ବେଠି ଓ ବେଗରୀ ଅନେକ ସମୟରେ ଆଦିବାସୀମାନଙ୍କ ପ୍ରତି ଅତ୍ୟାଚାର କରାଯାଉଥିଲା । ୧୯୩୬ ମସିହାରେ ବେଠି ଓ ବେଗରୀ ବଦଳରେ ଭଡ଼ା ଆକଳନରୁ ଉପର ଜମି ଛାଡ଼ିବା ବ୍ୟବସ୍ଥା ବନ୍ଦ ହୋଇଯାଇଥିଲା । ସମସ୍ତ ଜମି ଭଡ଼ା ବାବଦରେ ଆକଳନ କରାଯାଇଥିଲା । ଆଦିବାସୀ ଅସନ୍ତୋଷ ପଛରେ ଏହା ହିଁ ମୁଖ୍ୟ କାରଣ ଥିଲା ।[][][][]

The Munda tribals of Dahijira village refused to pay rent and others supported them. The Mundas filed several petitions before the viceroy protesting the exorbitant taxes. In 1938, Nirmal Munda organised the tribals of the region to stop paying taxes. Inspired by Jaipal Singh, Nirmal Munda organized the tribals to stop paying taxes and demanded reduction of rent, He also demanded khuntkhatti rights and the abolition of bethi and begari. The agitation spread throughout Gangpur.[][][][]

The darbar (royal court) found it almost impossible to collect tax. Criminal cases were started and warrants were issued against some of the agitators. These coercive measures did not stop the movement, Nirmal Munda made covert meetings at secret locations with the agitators. The queen of Gangpur sought help of the political agent at Sambalpur to suppress the agitation by arresting Nirmal Munda.[]

ଅମକୋ ସିମକୋ ନରସଂହାର

ସମ୍ପାଦନା

It was given out that the queen had accepted the agitators demands and was going to declare good news at Simko village (where Nirmal Munda had a residence). On 25 April 1939, thousands of tribals had gathered at the Amko Simko field under the leadership of Nirmal Munda. The queen, along with political agent Lt. E. W. Marger and two platoons of troops appeared at the field with the sole intention to arrest Nirmal Munda on charges of holding seditious meetings and assaulting a village chawkidar.[][]

According to Fabianus Ekka - the queen asked, "Who is Nirmal Munda?" The crowd recognized the evil intention of the queen and introduced themselves as Nirmal Munda.[] Soon, scuffles broke out and the crowd armed with lathis, axes and other crude weapons resisted the arrest of their leader. The police, finding the situation unfavorable, opened fire upon the crowd. This led to the death of 49 and injured many. The dead bodies were given a mass burial at Brahmanmaara. Some sources suggest that the number of deaths were higher.[][]

Nirmal Munda was arrested and sentenced to six years of imprisonment at Sundergarh and Sambalpur, but was only released from jail on 15 August 1947. With the arrest of Nirmal Munda, the agitation came to an end.[][][][]

ଗଙ୍ଗପୁରରେ ପ୍ରଜା ମଣ୍ଡଳ ଆନ୍ଦୋଳନ

ସମ୍ପାଦନା

Dhananjaya Mohanty, a congress leader and a freedom fighter from Gangpur, who had also worked in the Munda agitation, once tried to persuade the tribal leaders of Gangpur to form a Praja Mandal (people's association). Nirmal Munda was not interested in the Praja Mandal movement and wanted to fight for their cause with a separate identity.[]

ସ୍ୱାଧୀନତା ପରେ

ସମ୍ପାଦନା

୧୯୫୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ, ସେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ବିଶ୍ରା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ବିଜୟୀ ହୋଇ ସେ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ, ସେ ୧୯୫୭ ମସିହାରୁ ୧୯୬୧ ଯାଏଁ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।

୧୯୭୨ ମସିହାରେ, ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ପାଇଁ ତାମ୍ର ପତ୍ର ସମ୍ମାନରେ ଭୂଷିତ କରିଥିଲେ । ୧୯୭୩ ମସିହାର ଜାନୁଆରୀ ୨ ତାରିଖରେ ସେ ମୃତ୍ୟୁବରଣ କରିଥିଲେ ।[][][]

ମୃତ୍ୟୁ ପରେ

ସମ୍ପାଦନା

ତାଙ୍କ ମୃତ୍ୟୁ ପରେ ୨୯ ମାର୍ଚ୍ଚ ୧୯୭୪ରେ, ଓଡ଼ିଶା ବିଧାନ ସଭାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା ।[] ୨୦୧୭ ମସିହାରେ, ତାଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମାନିତ କରିଥିଲେ ।[]

ସ୍ମୃତି

ସମ୍ପାଦନା
  • ବେଦବ୍ୟାସ ଛକଟଃଅରେ ନିର୍ମଳ ମୁଣ୍ଡାଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରସ୍ତାବ ଦିଆଯାଇଛି ।[]
  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Das, Sarita (2007). "Chapter IV – Freedom Movement in Sundargarh". Emergence of political leadership in Sundargarh (Thesis). Department of Political Science, Sambalpur University. hdl:10603/187203.
  2. ୨.୦ ୨.୧ ୨.୨ "Late Nirmala Munda". Odisha Legislative Assembly. National Informatics Centre, Odisha.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Mishra, Umakanta; Behari, Shibanarayan; Behera, Anam; Kumar Panda, Dr. Soroja; Mohanty, Bhagyashree; Pradhan, GC; Bhattacharya, Dr. Deepak; Mishra, Dr. Dadhibaman; R. Behera, Puspita; Singh, Brijesh Kumar; Rath, Rabi Sankar; Limma, Dr. Samuel; Jena, Chitta Ranjan (2019). "Tribal Freedom Fighters of Odisha" (PDF). The Odisha Historical Research Journal. Odisha State Museum, Bhubaneswar: Dr. Jayanti Rath, Superintendent of Museum. LVIII: 126–127.
  4. ୪.୦ ୪.୧ Dr Taradatt. Odisha District Gazetteers Sundargarh (Report). Gopabandhu Academy of Administration (Gazetteers Unit) General Administration Department Government of Odisha. http://www.gopabandhuacademy.gov.in/sites/default/files/gazetter/Sundargarh_Gazetteer.pdf. 
  5. ୫.୦ ୫.୧ ୫.୨ ୫.୩ ୫.୪ Das, Kailash Chandra (2018). "Simko Genocide A Testimony of Tribal Protest". ETribalTribune. The Tribal Tribune.
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ Mishra, Kishore Chandra (2008). "Prajamandal Movements in the Feudatory States of Western Orissa". Proceedings of the Indian History Congress. Indian History Congress. 69: 548. JSTOR 44147218.
  7. Surjit Minj, Student (Interviewer) & Fabianus Ekka, Amko villager (Interviewee) (4 ଅକ୍ଟୋବର 2021). Amko-Simko (Videotape) (in Sadri). Fr Albert Xess.{{cite AV media}}: CS1 maint: unrecognized language (link)
  8. "Paika Revolt: Modi Felicitates Odia Freedom Fighters' Kin". OTV. Bhubaneswar. 16 ଅପ୍ରେଲ 2017.
  9. Das, Aurabinda (27 ଅପ୍ରେଲ 2019). "80 yrs on, Amco-Simco martyrs yet to get recognition". The Pioneer. Rourkela.