[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Nirmal
నిర్మల్
निर्मल
నిమ్మల
Farming near Nirmal
Farming near Nirmal
Country India
StateTelangana
DistrictAdilabad
 • Rank2 (In District)13th (in telangana state)
Language
 • OfficialTelugu
Time zoneUTC+5:30 (IST)
PIN
504106
Telephone code08734
ଯାନବାହାନ ପଞ୍ଚୀକରଣTS-01
Sex ratio50:50 /
Lok Sabha constituencyAdilabad
Vidhan Sabha constituencyNirmal
Websitewww.nirmalcity.com

ନିର୍ମଲ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଆଦିଲବଦ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ନିର୍ମଲ ୧୯.୦୯୬୯ ଉତ୍ତର ଅକ୍ଷାଂଶ ଓ ୭୮.୩୪୪୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୧୩୫ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନିର୍ମଲ ସହରର ମୋଟ ଜନସଂଖ୍ୟା ୭୪୦୧୭ ଅଟେ ।[୨] ସେଥି ମଧ୍ୟରୁ ୫୦.୩୦% ଜଣ ପରୁଷ ହୋଇଥିବା ବେଳେ ୪୯.୭୦% ଜଣ ନାରୀ ଅଟନ୍ତି । ନିର୍ମଲର ସାକ୍ଷରତା ହାର ୬୪.୮୮% ଅଟେ । ଏହା ଜାତୀୟ ହାରଠାରୁ -୦.୦୪% ପ୍ରତିଶତ କମ ଅଟେ । ସେଥିରୁ ୩୭.୦୩% ପ୍ରତିଶତ ପୁରୁଷ ଓ ୨୭.୮୫% ନାରୀ ଅଟନ୍ତି । ୧୩.୫୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ତେଲୁଗୁ ନିର୍ମଲର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା