[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Nargund
ನರಗುಂದ
Naragunda
city
ଦେଶ India
ରାଜ୍ୟKarnataka
ଜିଲ୍ଲାGadag
Elevation
605 m (1,985 ft)
Population
 (2011)[୧]
 • Total୩୬,୨୯୧
Time zoneUTC+5:30 (IST)
Websitewww.naragundatown.gov.in

ନାର୍ଗୁନ୍ଦ୍ ଏକ ଭାରତୀୟ ସହର ଅଟେ । ଏହା କର୍ଣ୍ଣାଟକର ଗଦଗ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ନାର୍ଗୁନ୍ଦ୍ ୧୫.୭୨୩୦ ଉତ୍ତର ଅକ୍ଷାଂଶ ଓ ୭୫.୩୮୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୦୧୧ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାର୍ଗୁନ୍ଦ୍ ସହରର ମୋଟ ଜନସଂଖ୍ୟା ୩୨୫୪୮ ଅଟେ ।[୩] ସେଥି ମଧ୍ୟରୁ ୫୦.୯୫% ଜଣ ପରୁଷ ହୋଇଥିବା ବେଳେ ୪୯.୦୫% ଜଣ ନାରୀ ଅଟନ୍ତି । ନାର୍ଗୁନ୍ଦ୍ର ସାକ୍ଷରତା ହାର ୫୬.୨୧% ଅଟେ । ଏହା ଜାତୀୟ ହାରଠାରୁ ୮.୬୩% ପ୍ରତିଶତ କମ ଅଟେ । ସେଥିରୁ ୩୪.୦୯% ପ୍ରତିଶତ ପୁରୁଷ ଓ ୨୨.୧୧% ନାରୀ ଅଟନ୍ତି । ୧୩.୭୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା ସମ୍ପାଦନା

କନ୍ନଡ ନାର୍ଗୁନ୍ଦ୍ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା