ନାରସାରାଓପେଟ୍
ନାରସାରାଓପେଟ୍ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଗୁନ୍ତୁର୍ ଜିଲ୍ଲାରେ ଅବସ୍ଥିତ ।
Narasaraopet
నరసరావుపేట | |
---|---|
Country | India |
State | Andhra Pradesh |
District | Guntur |
Area | |
• City | 7.65 km2 (2.95 sq mi) |
Elevation | 55 m (180 ft) |
Population (2011)[୨] | |
• City | ୧,୧୬,୨୫୦ |
• Rank | 30th |
• Density | 15,000/km2 (39,000/sq mi) |
• Metro | ୧,୧୭,୪୮୯ |
Languages | |
• Official | Telugu |
Time zone | UTC+5:30 (IST) |
PIN | 522601, 522602 |
Telephone code | +91–8647 |
Website | Narasaraopet Municipality |
ଭୌଗଳିକ ଅବସ୍ଥିତି
ସମ୍ପାଦନାନାରସାରାଓପେଟ୍ ୧୬.୨୩୪୭ ଉତ୍ତର ଅକ୍ଷାଂଶ ଓ ୮୦.୦୪୭୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୩ ଫୁଟ ଉଚ୍ଚତାରେ ରହିଛି ।[୪]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାରସାରାଓପେଟ୍ ସହରର ମୋଟ ଜନସଂଖ୍ୟା ୯୫୦୦୨ ଅଟେ ।[୫] ସେଥି ମଧ୍ୟରୁ ୫୦.୪୫% ଜଣ ପରୁଷ ହୋଇଥିବା ବେଳେ ୪୯.୫୫% ଜଣ ନାରୀ ଅଟନ୍ତି । ନାରସାରାଓପେଟ୍ର ସାକ୍ଷରତା ହାର ୬୪.୫୦% ଅଟେ । ଏହା ଜାତୀୟ ହାରଠାରୁ ୦.୩୪% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୧୨% ପ୍ରତିଶତ ପୁରୁଷ ଓ ୨୮.୩୭% ନାରୀ ଅଟନ୍ତି । ୧୧.୦୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୫]
ଭାଷା
ସମ୍ପାଦନାତେଲୁଗୁ ନାରସାରାଓପେଟ୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Basic Information of Municipality". Municipal Administration & Urban Development Department. Government of Andhra Pradesh. Archived from the original on 24 December 2018. Retrieved 20 June 2015.
- ↑ "Andhra Pradesh (India): Districts, Cities, Towns and Outgrowth Wards - Population Statistics in Maps and Charts". citypopulation.de.
- ↑ "District Census Handbook - Guntur" (PDF). Census of India. p. 14,46. Retrieved 18 January 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୫.୦ ୫.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.