ନାଡୋଲୋଲ
ନାଡୋଲୋଲ (ଇଂରାଜୀ ଭାଷାରେ Nadolol) ଏକ ବିକ୍ରୟ ନାମ କୋରଗାର୍ଡ଼/ Corgard) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ଆଞ୍ଜାଇନା ପେକ୍ଟୋରିସ (heart pain) ଓ ଆଟ୍ରିଆଲ ଫିବ୍ରିଲେସନ ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[୧] ପ୍ରତିଷେଧକ ଭାବରେ ଅଧକପାଳି ଓ ସିରୋସିସ୍ ରୋଗରେ ଦିଆଯାଏ ।[୨][୩] ଏହି ଔଷଧ ପାଟିରେ ଦିଆଯାଏ । [୨]
Clinical data | |
---|---|
Trade names | Corgard, others |
AHFS/Drugs.com | monograph |
MedlinePlus | a682666 |
Pregnancy category |
|
Routes of administration | Oral |
ATC code | |
Legal status | |
Legal status | |
Pharmacokinetic data | |
Protein binding | 30% |
Metabolism | Not metabolised |
Elimination half-life | 14-24 hours |
Excretion | Renal and fecal (unchanged) |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEMBL | |
ECHA InfoCard | 100.050.625 |
Chemical and physical data | |
Formula | C17H27NO4 |
Molar mass | 309.401 g/mol |
3D model (JSmol) | |
| |
| |
(verify) |
ନାଡୋଲୋଲର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ, ଥକ୍କା ଅନୁଭବ, ଧୀର ହୃଦ୍ଗତି (slow heart rate) ଓ ରେନଡ ସିଣ୍ଡ୍ରୋମ ଇତ୍ୟାଦି ହୋଇପାରେ ।[୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ହୃଦ୍ପାତ ଓ ବ୍ରୋଙ୍କୋସ୍ପାଜ୍ମ (bronchospasm) ହୋଇପାରେ ।[୧] ଗର୍ଭାବସ୍ଥା ଓ ସ୍ତନ୍ୟପାନ କରେଇବା ସମୟରେ ଏହାର ନିରାପତ୍ତା ଅସ୍ପଷ୍ଟ ଅଛି ।[୪] ଏହା ଏକ ନନ୍-ସିଲେକ୍ଟିଭ ବିଟା ବ୍ଲକର (beta blocker) ଓ ହୃତ୍ପିଣ୍ଡରେ ଥିବା ବିଟା୧-ଆଡ୍ରେନର୍ଜିକ ରିସେପ୍ଟର (β1-adrenergic receptors) ତଥା ରକ୍ତ ନଳୀରେ ଥିବା ବିଟା୨-ଆଡ୍ରେନର୍ଜିକ ରିସେପ୍ଟରମାନଙ୍କୁ (β2-adrenergic receptors) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]
ନାଡୋଲୋଲ ସନ ୧୯୭୦ରେ ପେଟେଣ୍ଟ ହେବା ପରେ ସନ ୧୯୭୮ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୫] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । [୧] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୬ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୫୨ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୬] ସନ ୨୦୧୬ରେ ଏହାର ଏକ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୮୩ତମ ସ୍ଥାନରେ ଥଲା ।[୭]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "Nadolol Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
- ↑ ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. p. 148. ISBN 9780857113382.
- ↑ Giannelli, V; Lattanzi, B; Thalheimer, U; Merli, M (2014). "Beta-blockers in liver cirrhosis". Annals of gastroenterology. 27 (1): 20–26. PMID 24714633.
- ↑ "Nadolol Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 460. ISBN 9783527607495.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2019". clincalc.com. Retrieved 22 December 2018.