[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Narsipatnam
నర్సీపట్నం
Narsipatnam Road railway station
Narsipatnam Road railway station
ଦେଶIndia
ରାଜ୍ୟAndhra Pradesh
ଜିଲ୍ଲାVisakhapatnam
Elevation
58 m (190 ft)
Population
 (2011)[୧]
 • Total୩୩,୭୫୭
ଭାଷା
 • ସରକାରୀTelugu
Time zoneUTC+5:30 (IST)
PIN
531116
Website"www.Narsipatnam.co.in".

ନର୍ସିପାଟନମ୍ ଏକ ଭାରତୀୟ ଜନଗଣନା ସହର (Census town) ଅଟେ । ଏହା ଆନ୍ଧ୍ର ପ୍ରଦେଶର ବିସଖପତ୍ନମ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ନର୍ସିପାଟନମ୍ ୧୭.୬୬୭୩ ଉତ୍ତର ଅକ୍ଷାଂଶ ଓ ୮୨.୬୧୦୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୧୬ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନର୍ସିପାଟନମ୍ ସହରର ମୋଟ ଜନସଂଖ୍ୟା ୩୨୪୮୩ ଅଟେ ।[୩] ସେଥି ମଧ୍ୟରୁ ୪୯.୦୨% ଜଣ ପରୁଷ ହୋଇଥିବା ବେଳେ ୫୦.୯୮% ଜଣ ନାରୀ ଅଟନ୍ତି । ନର୍ସିପାଟନମ୍ର ସାକ୍ଷରତା ହାର ୬୬.୨୭% ଅଟେ । ଏହା ଜାତୀୟ ହାରଠାରୁ ୧.୪୩% ପ୍ରତିଶତ କମ ଅଟେ । ସେଥିରୁ ୩୬.୪୭% ପ୍ରତିଶତ ପୁରୁଷ ଓ ୨୯.୮୦% ନାରୀ ଅଟନ୍ତି । ୧୧.୩୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା ସମ୍ପାଦନା

ତେଲୁଗୁ ନର୍ସିପାଟନମ୍ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Census 2011". The Registrar General & Census Commissioner, India. Retrieved 1 September 2014.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା