ନରେନ୍ଦ୍ରପୁର ଓଡ଼ିଶାର କଟକ ଜିଲ୍ଲାରେ ଥିବା ଏକ ଗ୍ରାମ।[୧]

ନରେନ୍ଦ୍ରପୁର
ଗାଁ
ରାଜ୍ୟଓଡ଼ିଶା
ଭାଷାଓଡ଼ିଆ, ଇଂରାଜୀ
ସମୟ ମଣ୍ଡଳIST (+୫.୩୦)
ପିନ କୋଡ଼
୭୫୪୨୩୯
ଏସଟିଡି କୋଡ଼+୦୬୭୧
ଗାଡ଼ି ପଞ୍ଜିକରଣOR/

ଭୌଗଳିକ ଅବସ୍ଥିତି ଓ ଜଳବାୟୁସମ୍ପାଦନ କରନ୍ତୁ

ଏହା କଟକଠାରୁ ପ୍ରାୟ ୪୫ କି.ମି. ଦୂରରେ ଅବସ୍ଥିତ । କଟକକେନ୍ଦ୍ରାପଡ଼ାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ କଡ଼ରେ ଏହା ଅବସ୍ଥିତ । [୨]

ଦେବଦେବୀ ଓ ମନ୍ଦିରସମ୍ପାଦନ କରନ୍ତୁ

ଏହି ଗ୍ରାମରେ ଶିବମନ୍ଦିର ଅଛି ଯାହାକି ଚିତ୍ରୋପ୍ତଳା ନଦୀର ମଝିରେ ଅଛି ।

ସୁବିଧା ସୁଯୋଗସମ୍ପାଦନ କରନ୍ତୁ

ଗୋଟିଏ ସରକାରୀ ଉଚ୍ଚବିଦ୍ୟାଳୟ, ଅନେକ ଗୁଡିଏ ଛୋଟ ବଡ଼ ଶିକ୍ଷାନୁଷ୍ଠାନ ଅଛି ।

ଜୀବନ ଜୀବିକାସମ୍ପାଦନ କରନ୍ତୁ

ଏଠାରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି ।

ଆଧାରସମ୍ପାଦନ କରନ୍ତୁ

ବାହାର ଆଧାରସମ୍ପାଦନ କରନ୍ତୁ