ନଡ଼ିଆଦ
ନଡ଼ିଆଦ ଏକ ଭାରତୀୟ ନଗରପାଳିକା ସହର ଅଟେ । ଏହା ଗୁଜରାଟର ଖେଡ଼ା ଜିଲ୍ଲା ଅବସ୍ଥିତ ।
ନଡ଼ିଆଦ
નડિયાદ | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ଗୁଜରାଟ |
ଜିଲ୍ଲା | ଖେଡ଼ା |
Government | |
• President | ଛାୟାବେନ୍ ପଟେଲ |
Area | |
• ସମୁଦାୟ | 45.16 km2 (17.44 sq mi) |
Elevation | 35 m (115 ft) |
Population (2011) | |
• Total | ୨,୨୫,୧୩୨ |
• Density | 5,000/km2 (13,000/sq mi) |
Time zone | UTC+5:30 (IST) |
PIN | 387 001,387 002 |
Telephone code | 0268 |
ଯାନବାହାନ ପଞ୍ଚୀକରଣ | GJ-7 |
Website | nadiadmunicipality |
ଭୌଗଳିକ ଅବସ୍ଥିତି
ସମ୍ପାଦନାନଡ଼ିଆଦ ୨୨.୬୯୩୯ ଉତ୍ତର ଅକ୍ଷାଂଶ ଓ ୭୨.୮୬୧୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୮ ଫୁଟ ଉଚ୍ଚତାରେ ରହିଛି ।[୧]
ଇତିହାସ
ସମ୍ପାଦନାଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନଡ଼ିଆଦ ସହରର ମୋଟ ଜନସଂଖ୍ୟା ୧୯୨୭୯୯ ଅଟେ ।[୨] ସେଥି ମଧ୍ୟରୁ ୫୨.୧୦% ଜଣ ପରୁଷ ହୋଇଥିବା ବେଳେ ୪୭.୯୦% ଜଣ ନାରୀ ଅଟନ୍ତି । ନଡ଼ିଆଦର ସାକ୍ଷରତା ହାର ୭୭.୯୩% ଅଟେ । ଏହା ଜାତୀୟ ହାରଠାରୁ -୧୩.୦୯% ପ୍ରତିଶତ କମ ଅଟେ । ସେଥିରୁ ୪୨.୭୫% ପ୍ରତିଶତ ପୁରୁଷ ଓ ୩୫.୧୮% ନାରୀ ଅଟନ୍ତି । ୯.୪୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ପର୍ଯ୍ୟଟନ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
ବାହାର ଲିଙ୍କ
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ନଡ଼ିଆଦ
ବାବଦରେ ମାଧ୍ୟମ ରହିଛି ।
- Nadiad Nagarpalika(Minicipality)
- St. Anne's High School, Nadiad Archived 2020-09-24 at the Wayback Machine.
- Profile of Kheda District
- Bus services from Nadiad Archived 2011-11-23 at the Wayback Machine.
- Site about Nadiad
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |