ଦୟାନିଧି କିଷାନ
ଓଡ଼ିଆ ରାଜନୀତିଜ୍ଞ
ଦୟାନିଧି କିଷାନ (୨୦ ମଇ ୧୯୫୧ - ୧୮ ଫେବୃଆରୀ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଣାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଦୟାନିଧି କିଷାନ | |
---|---|
![]() | |
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୪ | |
ପୂର୍ବ ଅଧିକାରୀ | ଜୁଏଲ ଓରାମ |
ପର ଅଧିକାରୀ | ଲକ୍ଷ୍ମଣ ମୁଣ୍ଡା |
ନିର୍ବାଚନ ମଣ୍ଡଳୀ | ବଣାଇ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୦ ମଇ ୧୯୫୧ |
ମୃତ୍ୟୁ | ୧୮ ଫେବୃଆରୀ ୨୦୧୫ | (ବୟସ ୬୩)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ପ୍ରେମଶିଲା କିଷାନ |
ବାପା/ବୋଉ | ପୂର୍ଣ୍ଣଚନ୍ଦ୍ର କିଷାନ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଦୟାନିଧି ୧୯୫୧ ମସିହାର ମଇ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୂର୍ଣ୍ଣଚନ୍ଦ୍ର କିଷାନ ଓ ପତ୍ନୀଙ୍କ ନାମ ପ୍ରେମଶିଲା କିଷାନ ।[୧]
ରାଜନୈତିକ ଜୀବନ
ସମ୍ପାଦନାଦୟାନିଧି ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଦୟାନିଧି ୨୦୧୫ ମସିହାର ଫେବୃଆରୀ ୧୮ ତାରିଖରେ ୬୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Dayanidhi Kisan". odishaassembly.nic.in. Odisha Assembly. Retrieved 7 December 2020.