ଦେବୀପ୍ରସନ୍ନ ପଟ୍ଟନାୟକ
ଦେବୀପ୍ରସନ୍ନ ପଟ୍ଟନାୟକ, ଜଣେ ଓଡ଼ିଆ ଭାଷାବିଦ, ସାମାଜିକ ବିଜ୍ଞାନୀ ଓ ଲେଖକ । [୧] ସେ କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନ (CIIL), ମହୀଶୂରର ପ୍ରତିଷ୍ଠାତା ନିର୍ଦ୍ଦେଶକ ଅଟନ୍ତି । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରାପ୍ତ କରାଇବାରେ ତାଙ୍କର ପ୍ରମୁଖ ଭୂମିକା[୨][୩] ରହିଛି । [୪]
ଦେବୀପ୍ରସନ୍ନ ପଟ୍ଟନାୟକ | |
---|---|
ଜନ୍ମ | ତିଗିରିଆ, କଟକ | ୧୪ ମାର୍ଚ୍ଚ ୧୯୩୧
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର(ଭାଷା ବିଜ୍ଞାନ), ପି.ଏଚ.ଡି(ଭାଷା ବିଜ୍ଞାନ) |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ବୃତ୍ତି | ଭାଷାବିତ |
ଚାକିରିକ୍ଷେତ୍ର(ସମୂହ) | ମାନବ ସମ୍ବଳ ବିଭାଗ, ଭାରତ ସରକାର |
(s) | ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ଲାଙ୍ଗୁଏଜେସ (CIIL), ମହୀଶୂର |
ପିତାମାତା | ମଧୁସୂଦନ ପଟ୍ଟନାୟକ, ମୀନାମାଳି ଦେବୀ |
ସମ୍ପର୍କୀୟ | ଅକ୍ଷୟ ମହାନ୍ତି (ଶ୍ୟାଳକ) |
ପୁରସ୍କାର | ପଦ୍ମଶ୍ରୀ |
ଦେବୀପ୍ରସନ୍ନ ପଟ୍ଟନାୟକ, ୧୯୩୪ମସିହା ମାର୍ଚ୍ଚ ୧୪ ତାରିଖରେ କଟକ ଜିଲ୍ଲାର ତିଗିରିଆଠାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି କିଛିକାଳ ବିଶ୍ୱ ଭାରତୀରେ ଓଡ଼ିଆ ବିଭାଗରେ ଅଧ୍ୟାପନା କରିଛନ୍ତି ଏବଂ ଡେକାନ କଲେଜ, ପୁନାରୁ ଭାଷାବିଜ୍ଞାନରେ ସ୍ନାତକୋତ୍ତର ଡିପ୍ଲୋମାରେ(ଯାହା ପରବର୍ତ୍ତୀ ସମୟରେ ସ୍ନାତକୋତ୍ତର କୋର୍ସ ସହିତ ସମାନ ହେଲା) ଉତ୍ତୀର୍ଣ ହୋଇଛନ୍ତି । ୧୯୬୧ ମସିହାରେ ଆମେରିକାରୁ ଭାଷାବିଜ୍ଞାନ ବିଷୟରେ ଡକ୍ଟରେଟ ହାସଲ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢିସାରିବା ପରେ, ସେ ଓଡ଼ିଆ ସାହିତ୍ୟ ଉପରେ ଗବେଷଣା ଆରମ୍ଭ କରିଥିଲେ । ଆମେରିକାରୁ ଗବେଷଣା ସାରି ଫେରିବା ପରେ, ପୁନଃଶ୍ଚ ସେହି କାମରେ ନିଜକୁ ନିୟୋଜିତ କରିଥିଲେ । ୧୯୬୯ ମସିହାରେ ମହିଶୂରରେ ପ୍ରତିଷ୍ଠିତ ହୋଇଥିବା କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନ(ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ଲାଙ୍ଗୁଏଜେସ)ର,ସେ ହେଉଛନ୍ତି ପ୍ରତିଷ୍ଠାତା ନିର୍ଦ୍ଦେଶକ । ୧୯୬୯ରୁ ୧୯୮୯ ମସିହା ପର୍ଯ୍ୟନ୍ତ, ସେ ଏହି ଅନୁଷ୍ଠାନର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଅବସର ସମୟ ବେଳକୁ ତାଙ୍କୁ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସଚିବ ପଦବୀ ତୂଲ୍ୟ ଅଥିକାରୀଭାବେ ଗଣାଯାଉଥିଲା ।
ରଚିତ ପୁସ୍ତକ
ସମ୍ପାଦନା- କବି ଲିପି[୫] ୧୯୫୭
- ସାହିତ୍ୟ ବୀକ୍ଷା ୧୯୬୫
- ଓଡ଼ିଆ ଭାଷା ଓ ଭାଷାବିଜ୍ଞାନ ୧୯୮୫
- ଅନେକ ଜୀବନ (ଆତ୍ମଜୀବନୀ) ୨୦୦୪
- ଇଣ୍ଟ୍ରୋଡକ୍ସନ ଅଫ ଆପଲାଏଡ ଲିଙ୍ଗୁଇଷ୍ଟିକ(Introduction of Applied Linguistic)
- ଲିଙ୍ଗୁଇଷ୍ଟିକ ଏଣ୍ଡ କଲଚରାଲ ଡାଇଭରସିଟି(Linguistic and Cultural Diversity)(ଦୁଇ ଭାଗ)[୬]
- ପ୍ରାୟୋଗିକ ଭାଷା ବିଜ୍ଞାନର ଦିଗ ବିଦିଗ (ଯୁଗ୍ମ ଅନୁବାଦକ: ଶରତ ଚନ୍ଦ୍ର ପ୍ରଧାନ) ୧୯୮୦
- ବଚନ ଶତକ (ଅନୁବାଦ) ୧୯୮୪
- ଲଘୁକଥା ୧୯୯୮
- ବହୁଭାଷିକ ଶିକ୍ଷା
- ଭାଷା ଓ ସାହିତ୍ୟ ୨୦୧୬
- କିସ ପୁଣି ଦେଖା ନ ଯାଏ ୧୯୯୬
- ଉତ୍କଳଗୌରବ ମଧୁସୂଦନ ୨୦୧୦
- ଓଡ଼ିଆ ସାହିତ୍ୟର ବିବିଧତା ୨୦୧୬
- Multilingualism in India[୧]
- Intensive Hindi course: drills[୭]
- Language and Social Issues: Princess Leelavathi Memorial Lectures[୮]
- Papers in Indian Sociolinguistics[୯]
- An Introduction to Tamil Script, Reading & Writing[୧୦]
- Multilingualism and mother-tongue education[୧୧]
- Language Policy and Programmes[୧୨]
- Advanced Tamil Reader, Part 1[୧୩]
- An Outline of Kumauni Grammar[୧୪]
- Language and Cultural Diversity: The Writings of Debi Prasanna Pattanayak, Volume 2[୧୫]
- Language, Education, and Culture[୧୬]
- A Controlled Historical Reconstruction of Oriya, Assamese, Bengali, and Hindi[୧୭]
- Conversational Oriya[୧୮]
- Orissa, Oriya and the Multilingual Context[୧୯]
- Multilingualism and Multiculturalism: Britain and India[୨୦]
- An Introduction Ti Tamil Script, Reading & Writing[୨୧]
- An Introduction to Tamil Script, Reading & Writting[୨୨]
- Rabīndra smaraṇīkā[୨୩]
ପୁରସ୍କାର ଓ ସମ୍ମାନ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦ ୧.୧ Debi Prasanna Pattanayak (1990). Multilingualism in India. Multilingual Matters. pp. 115–. ISBN 978-1-85359-072-6.
- ↑ http://www.thehindu.com/todays-paper/jubilation-over-classical-language-status-for-odia/article5712461.ece
- ↑ http://www.odiasahitya.com/odia-language-literature-discussion/odiaku-shastriya-manyata/
- ↑ ଧରିତ୍ରୀ ୨୬/୦୨/୨୦୧୪ ପୃଷ୍ଠା ୧୨
- ↑ Debi Prasanna Pattanayak; Gaṅgādhara Mehera (1957). Kabilipi. Biśva Bhāratī, Oḍiā Gabeshaṇā Bibhāga.
- ↑ ସମୟ ତରଙ୍ଗ ୧୫/୦୩/୨୦୧୫ ପୃଷ୍ଠା ୬-୭
- ↑ Debi Prasanna Pattanayak; Gordon H. Fairbanks; Bal Govind Misra (1968). Intensive Hindi course: drills. American Institute of Indian Studies.
- ↑ Debi Prasanna Pattanayak (1981). Language and Social Issues: Princess Leelavathi Memorial Lectures. Prasaranga, Manasagangotri.
- ↑ Debi Prasanna Pattanayak (1978). Papers in Indian Sociolinguistics. Central Institute of Indian Languages.
- ↑ Debi Prasanna Pattanayak; M. S. Thirumalai (1980). An Introduction to Tamil Script, Reading & Writing. Central Institute of Indian Languages.
- ↑ Debi Prasanna Pattanayak; Ivan Illich (1981). Multilingualism and mother-tongue education. Oxford University Press.
- ↑ Debi Prasanna Pattanayak (1971). Language Policy and Programmes. Ministry of Education and Youth Services, Government of India.
- ↑ Debi Prasanna Pattanayak; M. S. Thirumalai; K. Rangan (1974). Advanced Tamil Reader. Central Institute of Indian Languages.
- ↑ Mahadev L. Apte; Debi Prasanna Pattanayak (1967). An Outline of Kumauni Grammar. Duke University, Program in Comparative Studies on Southern Asia.
- ↑ Debi Prasanna Pattanayak; Indira Gandhi National Centre for the Arts. Language and Cultural Diversity: The Writings of Debi Prasanna Pattanayak. Indira Gandhi National Centre for the Arts and Orient Blackswan. ISBN 978-81-250-5395-8.
- ↑ Debi Prasanna Pattanayak (1991). Language, Education, and Culture. Central Institute of Indian Languages.
- ↑ Debi Prasanna Pattanayak (1966). A Controlled Historical Reconstruction of Oriya, Assamese, Bengali, and Hindi. Mouton.
- ↑ Debi Prasanna Pattanayak; Gaganendranath Dash (1972). Conversational Oriya. Sulakshana Pattanayak.
- ↑ Debi Prasanna Pattanayak (2003). Orissa, Oriya and the Multilingual Context. Orissa Sahitya Akademi. ISBN 978-81-7586-072-8.
- ↑ Debi Prasanna Pattanayak (1987). Multilingualism and Multiculturalism: Britain and India. University of London Institute of Education. ISBN 978-0-85473-270-8.
- ↑ Debi Prasanna Pattanayak; Thirumalai M. S. (1980). An Introduction Ti Tamil Script, Reading & Writing. Central institute of Indian languages.
- ↑ Debi Prasanna Pattanayak; M. S. Thirumalai (1985). An Introduction to Tamil Script, Reading & Writting. Central Institute of Indian languages.
- ↑ Debi Prasanna Pattanayak (1963). Rabīndra smaraṇīkā. Biśvabhāratī oḍiā sāhitya parishada.
- ↑ "Padma Awards Directory (1954-2009)" (PDF). Ministry of Home Affairs (India). Archived from the original (PDF) on 2013-05-10. Retrieved 2014-02-26.
32 Dr. Debiprasanna Pattanayak PS KAR Litt. & Edu.
{{cite web}}
: Text "Ministry of Home Affairs" ignored (help) - ↑ "ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ପାଇଲେ 'ଶ୍ରୀଧର ଦାସ ସମ୍ମାନ'". www.dharitri.com. ୧୦ ମଇ ୨୦୧୫. p. ୧୪. Retrieved 30 April 2021.
{{cite web}}
: Check date values in:|date=
(help) - ↑ http://odishasuntimes.com/33816/first-kalinga-sahitya-samman-conferred-dr-debi-prasanna-patnaik/
- ↑ http://www.mbctv.co.in/viewnews.php?news_id=4616
- ↑ http://orissamatters.com/tag/dr-debi-prasanna-patnaik/
- ↑ "ଆର୍କାଇଭ୍ କପି". Archived from the original on 2014-02-26. Retrieved 2014-02-26.
{{cite web}}
: Cite has empty unknown parameter:|1=
(help) - ↑ "ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ 'ଉତ୍କଳ ରତ୍ନ'". No. ସମାଜ ୧୨/୦୫/୨୦୨୨ କଟକ ସଂସ୍କରଣ ପୃଷ୍ଠା ୪. ସମାଜ. Archived from the original on 12 May 2022. Retrieved 12 May 2022.