ଦେବଲୀନା ଚାଟାର୍ଜୀ

ଭାରତୀୟ ଅଭିନେତ୍ରୀ

ଦେବଲୀନା ଚାଟାର୍ଜୀ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ବଙ୍ଗଳା-ଭାଷୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି ।

ଦେବଲୀନା ଚାଟାର୍ଜୀ
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୧–ଏବେଯାଏଁ

ଅଭିନୟ ଜୀବନ

ସମ୍ପାଦନା

୨୦୧୦ ମସିହାରେ, ସେ ବଙ୍ଗଳା କଥାଚିତ୍ର ଜଗତରେ ଆମି ଆଦୁ ଜରିଆରେ କାମ କରିବା ଆରମ୍ଭ କରିଥିଲେ, ଯାହାକି ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା ଏବଂ ସେ ଆଦୁ ଭୂମିକାରେ ଅଭିନୟ କରିଥିଲେ । ସୋମନାଥ ଗୁପ୍ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି କଥାଚିତ୍ରଟି ଆଇଫା (ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ) ୨୦୧୧ରେ ପ୍ରଦର୍ଶିତ ହୋଇଥିଲା ଏବଂ ୫୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ, ଶ୍ରେଷ୍ଠ ବଙ୍ଗଳା କଥାଚିତ୍ର ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କା ପାଇଥିଲା ।[][][]

୨୦୧୨ ମସିହାରେ, ସେ ଷ୍ଟାର୍ ପ୍ଲସ୍‌ର ଧରାବାହିକ ସଜଦେ ତେରା ପ୍ୟାର୍ ମେଁରେ ଆଲିୟା ହାସନ ଭୂମିକାରେ ଅଭିନୟ କରିଥିଲେ ।[] ୨୦୧୮ ଡିସେମ୍ବରରୁ ୨୦୧୯ ମଇ ଯାଏଁ ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ଅନ୍ୟ ଏକ ଧାରାବାହିକ ୟେ ରିସ୍ତା କ୍ୟା କେହଲାତା ହୈରେ ଗାୟତ୍ରୀ ଭୂମିକାରେ ଅଭିନୟ କରିଥିଲେ, ମାତ୍ର ପରବର୍ତ୍ତୀ ସମୟରେ ବୟସ୍କ ଭୂମିକାରେ ଅଭିନୟ କରିବେ ନାହିଁ ବୋଲି ଏହି ଧାରାବାହିକରୁ ଓହରି ଯାଇଥିଲେ ।[]

ଅଭିନୀତ ଧାରାବାହିକ

ସମ୍ପାଦନା
ବର୍ଷ ଧାରାବାହିକ ଭୂମିକା
୨୦୧୨ ସଜଦେ ତେରେ ପ୍ୟାର୍ ମେଁ ଆଲିଆ ହାସନ/ଜୁଲି ଗୋମ୍ସ ପ୍ରତାପ
୨୦୧୪ ବାଳିକା ବଧୂ[] ଗୌରୀ ଜଗଦିଶ ସିଂହ
୨୦୧୫–୨୦୧୭ ସଙ୍କଟମୋଚନ ମହାବଳୀ ହନୁମାନ[] ସୀତା/ରୁକ୍ମଣୀ/ଲକ୍ଷ୍ମୀ/ଦେବଦତୀ/ବିଶ୍ୱମୋହିନୀ/କାଳୀ
୨୦୧୫ ପ୍ୟାର୍ ତୁନେ କ୍ୟା କିୟା ସଞ୍ଚିତା
ହାଲ୍ଲା ବୋଲ୍ ଆଲିୟା
୨୦୧୫–୨୦୧୬ ସସୁରାଲ୍ ସୀମର୍ କା ଦେବିକା/ପାତାଳୀ ଦେବୀ
୨୦୧୬ ସିୟା କେ ରାମ ରୁମା
୨୦୧୮–୨୦୧୯ ୟେ ରିସ୍ତା କ୍ୟା କେହଲାତା ହୈ[] ଗାୟତ୍ରୀ ଗୋଏଙ୍କା
୨୦୧୯ ଲାଲ୍ ଇସ୍କ ପାରୋ
୨୦୨୦ ବିଘ୍ନହର୍ତ୍ତା ଗଣେଶ[] ଦେବୀ ଲକ୍ଷ୍ମୀ/ଦେବୀ ସୀତା
୨୦୨୨ ରକ୍ଷାବନ୍ଧନ... ରସାଲ ଅପ୍‌ନେ ଭାଇ କି ଢାଲ କଙ୍ଗନା ସିଂହ
୨୦୨୩–୨୦୨୪ କର୍ମାଧିକାରୀ ଶନିଦେବ ଦେବୀ ଲକ୍ଷ୍ମୀ

ଅଭିନୀତ କଥାଚିତ୍ର

ସମ୍ପାଦନା
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୧୧ ଆମି ଆଦୁ[] ଆଦୁ ପ୍ରଥମ କଥାଚିତ୍ର
  1. "Somnath Gupta on his film 'Aami Adu'". The Times of India. 22 February 2011. Archived from the original on 8 July 2012.
  2. "Somnath Sen bagged National Award". The Times of India. 20 May 2011. Archived from the original on 15 July 2012.
  3. "58th National Film Awards". International Film Festival of India. Archived from the original on 14 April 2012. Retrieved 29 March 2012.
  4. "Ankita Bhargava: RAW agent in Sajda Tere Pyar Mein". The Times of India. 6 April 2012. Archived from the original on 8 July 2012.
  5. ୫.୦ ୫.୧ "Yeh Rishta Kya Kehlata Hai: After Parul Chauhan, Deblina Chatterjee aka Gayu quits the show". The Times of India. 31 May 2019.
  6. "Deblina Chatterjee to play Gauri in Balika Vadhu". The Indian Express. 18 July 2014.
  7. "Deblina Chatterjee: "Happy to play triple role"". The Times of India. 25 July 2015.
  8. "Deblina Chatterjee Plays Goddess Lakshmi in 'Vighnaharta Ganesh' Serial". India West. Archived from the original on 4 October 2020. Retrieved 18 August 2020.
  9. "Bengali movie Ami Aadu review". The Times of India.