ଦୁଲାଳ ଦାସ
ଭାରତୀୟ ଓଡ଼ିଆ ପ୍ରଛଦପଟ୍ଟ ଗାୟକ
ଦୁଲାଳ ଚନ୍ଦ୍ର ଦାସ, ଦୁଲାଳ ଦାସ ଓ ଦୁଲାଲ ଦାସ ନାମରେ ମଧ୍ୟ ପରିଚିତ, ଜଣେ ଓଡ଼ିଆ ପ୍ରଛଦପଟ୍ଟ ଗାୟକ ଥିଲେ । ଆକାଶବାଣୀ କଲିକତାରୁ ତାଙ୍କର ଗୀତସବୁ ପ୍ରଚାରିତ ହୋଇଥିଲା ।[୧][୨][୩][୪]
କଥାଚିତ୍ର ଗୀତ
ସମ୍ପାଦନାକ୍ରମ | ଗୀତ | ଗୀତିକାର | ସଙ୍ଗୀତ ନିର୍ଦ୍ଦେଶକ | କଥାଚିତ୍ର | ମନ୍ତବ୍ୟ/ଆଧାର |
---|---|---|---|---|---|
୧ | ପଥର ଦେବତା | ଶ୍ଯାମସୁନ୍ଦର ଦାସ | ବୈଦ୍ୟନାଥ ରାୟ | ଆମରି ଗାଁ ଝୁଅ (୧୯୫୩) | |
୨ | ଝଲମଲ ତୋର | ଶ୍ଯାମସୁନ୍ଦର ଦାସ | ବୈଦ୍ୟନାଥ ରାୟ | ଆମରି ଗାଁ ଝୁଅ (୧୯୫୩) |
ଆଧାର
ସମ୍ପାଦନା- ↑ Patnaik, Sanjoy (2023-08-24). Of Reels, Romance and Retakes: Social Narratives of Cinema in Odisha (in ଇଂରାଜୀ). Taylor & Francis. ISBN 978-1-000-99406-3.
- ↑ Delhi, All India Radio (AIR), New (1977-08-28). AKASHVANI: Vol. XLII. No. 35 ( 28 AUGUST, 1977 ) (in ଇଂରାଜୀ). All India Radio (AIR),New Delhi.
{{cite book}}
: CS1 maint: multiple names: authors list (link) - ↑ Delhi, Publications Division (India),New (1958-06-08). AKASHVANI: Vol. XXIII. No. 23. ( 8 JUNE, 1958 ) (in ଇଂରାଜୀ). Publications Division (India),New Delhi.
{{cite book}}
: CS1 maint: multiple names: authors list (link) - ↑ Delhi, All India Radio (AIR),New (1949-07-17). THE INDIAN LISTENER: Vol. XIV. No. 15. (17th JULY 1949) (in ଇଂରାଜୀ). All India Radio,Bombay.
{{cite book}}
: CS1 maint: multiple names: authors list (link)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |