ଆମରି ଗାଁ ଝୁଅ
୧୯୫୩ର ଓଡ଼ିଆ କଥାଚିତ୍ର
ବିନୟ ବାନାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଆମରି ଗାଁ ଝୁଅ[୧] ୧୯୫୩ ମସିହାରେ ମୁକ୍ତିଲାଭ କରିଥିଲା ।
ଆମରି ଗାଁ ଝୁଅ | |
---|---|
ନିର୍ଦ୍ଦେଶକ | ବିନୟ ବାନାର୍ଜି |
ପ୍ରଯୋଜକ | ନରେନ୍ଦ୍ର କୁମାର ମିତ୍ର |
କଳାକାର | ଗୌର ଘୋଷ, ଚପଳା ନାୟକ, ଗୋପାଳ ବାନାର୍ଜୀ |
ମୁକ୍ତିଲାଭ ତାରିଖ | ୧୯୫୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୬୫,୦୦୦ |
ଅଭିନୟରେ
ସମ୍ପାଦନାଓଡ଼ିଆ କଥାଚିତ୍ର ‘ଆମରି ଗାଁ ଝୁଅ’ରେ ଅଭିନୟ କରିଥିବା କଳାକାର ହେଲେ:[୨]
- ଗୋପାଳ ବାନାର୍ଜି
- ଚପଳା ନାୟକ, ଅନୁ ଚରିତ୍ରରେ
- ଭାନୁମତୀ ଦେବୀ[୩]
- ଦୁର୍ଲଭ ସିଂ
- ଗୌର ଘୋଷ, ବିନୋଦ ଚରିତ୍ରରେ
ଆଧାର
ସମ୍ପାଦନା- ↑ Panda, Namita. "Portal tribute to star couple". The Telegraph. Retrieved 21 December 2015.
- ↑ "Amari Gaan Jhua". GourParbati. Retrieved 21 December 2015.
- ↑ Panda, Namita (2012). "Arclights out, actresses fight poverty". telegraphindia.com. Retrieved 18 January 2013.
She started her film career at the age of 19 in 1953 with Aama Gaan Jhua,
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଆମରି ଗାଁ ଝୁଅ