ଦୁଲାଳ ଦାସ

ଭାରତୀୟ ଓଡ଼ିଆ ପ୍ରଛଦପଟ୍ଟ ଗାୟକ
(ଦୁଲାଲ ଦାସରୁ ଲେଉଟି ଆସିଛି)

ଦୁଲାଳ ଚନ୍ଦ୍ର ଦାସ, ଦୁଲାଳ ଦାସଦୁଲାଲ ଦାସ ନାମରେ ମଧ୍ୟ ପରିଚିତ, ଜଣେ ଓଡ଼ିଆ ପ୍ରଛଦପଟ୍ଟ ଗାୟକ ଥିଲେ । ଆକାଶବାଣୀ କଲିକତାରୁ ତାଙ୍କର ଗୀତସବୁ ପ୍ରଚାରିତ ହୋଇଥିଲା ।[][][][]

କଥାଚିତ୍ର ଗୀତ

ସମ୍ପାଦନା
କ୍ରମ ଗୀତ ଗୀତିକାର ସଙ୍ଗୀତ ନିର୍ଦ୍ଦେଶକ କଥାଚିତ୍ର ମନ୍ତବ୍ୟ/ଆଧାର
ପଥର ଦେବତା ଶ୍ଯାମସୁନ୍ଦର ଦାସ ବୈଦ୍ୟନାଥ ରାୟ ଆମରି ଗାଁ ଝୁଅ (୧୯୫୩)
ଝଲମଲ ତୋର ଶ୍ଯାମସୁନ୍ଦର ଦାସ ବୈଦ୍ୟନାଥ ରାୟ ଆମରି ଗାଁ ଝୁଅ (୧୯୫୩)
  1. Patnaik, Sanjoy (2023-08-24). Of Reels, Romance and Retakes: Social Narratives of Cinema in Odisha (in ଇଂରାଜୀ). Taylor & Francis. ISBN 978-1-000-99406-3.
  2. Delhi, All India Radio (AIR), New (1977-08-28). AKASHVANI: Vol. XLII. No. 35 ( 28 AUGUST, 1977 ) (in ଇଂରାଜୀ). All India Radio (AIR),New Delhi.{{cite book}}: CS1 maint: multiple names: authors list (link)
  3. Delhi, Publications Division (India),New (1958-06-08). AKASHVANI: Vol. XXIII. No. 23. ( 8 JUNE, 1958 ) (in ଇଂରାଜୀ). Publications Division (India),New Delhi.{{cite book}}: CS1 maint: multiple names: authors list (link)
  4. Delhi, All India Radio (AIR),New (1949-07-17). THE INDIAN LISTENER: Vol. XIV. No. 15. (17th JULY 1949) (in ଇଂରାଜୀ). All India Radio,Bombay.{{cite book}}: CS1 maint: multiple names: authors list (link)