ଦୁର୍ଗା ଶଙ୍କର ଦାସ
ଦୁର୍ଗା ଶଙ୍କର ଦାସ (୨୨ ଅକ୍ଟୋବର ୧୯୧୦ - ୨୨ ଅଗଷ୍ଟ ୨୦୧୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଦୁର୍ଗା ଶଙ୍କର ଦାସ | |
---|---|
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପୂର୍ବ ଅଧିକାରୀ | ଶଶିକାନ୍ତ ଭଞ୍ଜ |
ପର ଅଧିକାରୀ | ପ୍ୟାରୀମୋହନ ଦାସ |
ନିର୍ବାଚନ ମଣ୍ଡଳୀ | ଭୋଗରାଇ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୨ ଅକ୍ଟୋବର ୧୯୧୦ |
ମୃତ୍ୟୁ | ୨୨ ଅଗଷ୍ଟ ୨୦୧୬ | (ବୟସ ୧୦୫)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଭିତିକା ଦାସ |
ସନ୍ତାନ | ଗୌତମବୁଦ୍ଧ ଦାସ |
ବାପା/ବୋଉ | ତ୍ରିଲୋକନାଥ ଦାସ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଦୁର୍ଗା ଶଙ୍କର ଦାସ ୧୯୧୦ ମସିହାର ଅକ୍ଟୋବର ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ତ୍ରିଲୋକନାଥ ଦାସ ଓ ପତ୍ନୀଙ୍କ ନାମ ଭିତିକା ଦାସ ।[୧] ତାଙ୍କ ପୁଅ ଗୌତମବୁଦ୍ଧ ଦାସ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ଏବଂ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି ।[୨]
ରାଜନୈତିକ ଜୀବନ
ସମ୍ପାଦନାଦୁର୍ଗା ଶଙ୍କର ଦାସ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଦୁର୍ଗା ଶଙ୍କର ଦାସ ୨୦୧୬ ମସିହାର ଅଗଷ୍ଟ ୨୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୧୦୫ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Durga Sankar Das". odishaassembly.nic.in. Odisha Assembly. Retrieved 16 January 2023.
- ↑ Bureau, OdishaLIVE (2019-02-13). "ନିର୍ବାଚନମଣ୍ଡଳୀ 'ଭୋଗରାଇ' - ଭୋଟର ଚାହୁଁଛନ୍ତି ଯୁବ ନେତୃତ୍ୱ". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2024-06-18.