ଦିନିୟାର କଣ୍ଟ୍ରାକ୍ଟର

ଭାରତୀୟ ଅଭିନେତା

ଦିନିୟାର କଣ୍ଟ୍ରାକ୍ଟର (୨୩ ଜାନୁୟାରୀ ୧୯୪୧ - ୫ ଜୁନ୍ ୨୦୧୯) ଜଣେ ଭାରତୀୟ ମଞ୍ଚ ଅଭିନେତା, ଯିଏକି ଜଣେ ହାସ୍ୟ ଅଭିନେତା ଭାବରେ ହିନ୍ଦୀତେଲୁଗୁ କଥାଚିତ୍ର ଜଗତରେ କାମ କରୁଥିଲେ । ସେ ଗୁଜରାଟୀ ଏବଂ ହିନ୍ଦୀ ଥିଏଟରରେ ମଧ୍ୟ କାମ କରୁଥିଲେ । ସ୍କୁଲରେ ପଢ଼ିବା ସମୟରୁ ସେ ଅଭିନୟ ଆରମ୍ଭ କରିଥିଲେ ଏବଂ ୧୯୬୬ ମସିହାରେ ଜଣେ ପେଷାଗତ ଅଭିନେତା ଭାବରେ କାମ କରିବା ଆରମ୍ଭ କରିଥିଲେ । ୨୦୧୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲେ ।[୧] ୫ ଜୁନ ୨୦୧୯ରେ ୭୯ ବର୍ଷ ବୟସରେ ମୁମ୍ବାଇରେ ତାଙ୍କର ମୃତ୍ୟୁ ହୋଇଥିଲା ।[୨][୩]

ଦିନିୟାର କଣ୍ଟ୍ରାକ୍ଟର
ଜନ୍ମ(1941-01-23)୨୩ ଜାନୁଆରୀ ୧୯୪୧
ମୃତ୍ୟୁ୫ ଜୁନ ୨୦୧୯(2019-06-05) (ବୟସ ୭୮)
ଅନ୍ୟ ନାମଡେନିଆର୍ କଣ୍ଟ୍ରାକ୍ଟର
ବୃତ୍ତି(ସମୂହ)ଅଭିନେତା
ଲେଖକ
ନିର୍ଦ୍ଦେଶକ
ହାସ୍ୟ ଅଭିନେତା
ସକ୍ରିୟ ବର୍ଷ୧୯୬୬–୨୦୧୯

ଅଭିନୀତ କଥାଚିତ୍ର ସମ୍ପାଦନା

  • ସିନେମା ସିନେମା (୧୯୭୯) - ଥିଏଟର ମାଲିକ ଭାବରେ
  • ଖିଲାଡ଼ି - ମହାବିଦ୍ୟାଳୟର ଅଧକ୍ଷ
  • ଜବାବ - ମହାବିଦ୍ୟାଳୟର ଅଧକ୍ଷ
  • ଦରାର୍
  • ବାଦଶାହା - କସିନୋର ପରିଚାଳକ
  • କ୍ରାନ୍ତି (୨୦୦୨) - ବିଚାରପତି
  • ଝଙ୍କାର୍ ବିଟ୍ସ - ଶ୍ରୀଯୁକ୍ତ ରାୟ
  • ମୁଝସେ ଶାଦି କରୋଗି - ବିଦ୍ୟାଳୟର ପ୍ରଧାନଶିକ୍ଷକ
  • ଚୋରୀ ଚୋରୀ ଚୁପକେ ଚୁପକେ - ହୋଟେଲ ମ୍ୟାନେଜର
  • ୩୬ ଚାଇନା ଟାଉନ୍ - ଲୋବୋ, ଚାକର

ଦୂରଦର୍ଶନ ସମ୍ପାଦନା

ବର୍ଷ କାର୍ଯ୍ୟକ୍ରମ ଭୂମିକା
୧୯୯୫ ତେରି ଭି ଚୁପ୍ ମେରି ଭି ଚୁପ୍ ମାଲିକ
୧୯୯୬-୧୯୯୯ କଭି ଇଧର କଭି ଉଧର ମାଲିକ
୧୯୯୮-୧୯୯୯ ଦମ୍ ଦମା ଦମ୍ ମାଲିକ
୧୯୯୮-୨୦୦୧ ହମ୍ ସବ୍ ଏକ୍ ହେଁ ହସମୁଖ ପଟେଲ
୧୯୯୮-୧୯୯୯ ଦୋ ଔର୍ ଦୋ ପାଞ୍ଚ୍ ଦିନ୍ସୁ
୧୯୯୮ ଦିଲ୍ ଭିଲ୍ ପ୍ୟାର୍ ଭ୍ୟାର୍ ଅତିଥି କଳାକାର
୨୦୦୨-୨୦୦୪ ଶୁଭ୍ ମଙ୍ଗଲ୍ ସାବଧାନ ଭିସ୍ପି ପାଉଡରୱାଲା
୨୦୦୩ କରିସ୍ମା - ଦ ମିରାକିଲ୍‌ସ୍ ଅଫ୍ ଡେସ୍ଟିନି ମିଷ୍ଟର କଣ୍ଟ୍ରାକ୍ଟର
୨୦୦୪ ହମ୍ ସବ୍ ବରାତି
ଖିଚଡ଼ି ମି. ମେହେଟ୍ଟା
୨୦୦୩-୨୦୦୫ ଆଜ୍ କେ ଶ୍ରୀମନ୍ ଶ୍ରୀମତି ମି. ଚାମଚାୱାଲା
୨୦୦୮ ତାରକ ମେହେଟ୍ଟା କା ଉଲଟା ଚଷମା ଶୋଡ଼ିଙ୍କ ଶ୍ୱଶୁର
୨୦୧୩ ଭ ସେ ଭାଡ଼େ

ଆଧାର ସମ୍ପାଦନା

  1. "Mohanlal conferred with Padma Bhushan; Padma Shri honour for Kader Khan, Manoj Bajpayee and Prabhudheva". The Indian Express. 25 January 2019.
  2. "Veteran actor Dinyar Contractor dies at 79". India Today (in ଇଂରାଜୀ). Retrieved 2019-06-05.
  3. "Veteran actor Dinyar Contractor passes away - Times of India". The Times of India (in ଇଂରାଜୀ). Retrieved 2019-06-05.

ବାହାର ଲିଙ୍କ୍ ସମ୍ପାଦନା