ଭାତ
(ଦହି ଭାତରୁ ଲେଉଟି ଆସିଛି)
ଭାତ ପୁର୍ବ ଓ ଦକ୍ଷିଣ ଭାରତର ଏକ ମୁଖ୍ୟ ଖାଦ୍ୟ ।
ଅନ୍ୟ ନାମ | steamed rice, boiled rice |
---|---|
ମୁଖ୍ୟ ଉପାଦାନ | rice, water |
ଖାଦ୍ୟରୁ ଶକ୍ତି (per 1 ବଢ଼ା) | 85 କିଲୋ କ୍ୟାଲୋରୀ (356 kJ)[୧] |
ଏକା ଧରଣର ଖାଦ୍ୟ | bap, biryani, risotto |
|
ଉପାଦାନ
ସମ୍ପାଦନା- ଚାଉଳ - (ଉସୁନା କିମ୍ବା ଅରୁଆ)
- ପାଣି
ତିଆରି ପ୍ରଣାଳୀ
ସମ୍ପାଦନାପ୍ରଥମେ ଚାଉଳକୁ ଭଲଭାବରେ ଧୋଇ,ଗୋଡି ବଛା ଯାଇଥାଏ । ହାଣ୍ଡିରେ ଅଧା ପର୍ଯ୍ୟନ୍ତ ପାଣି ଫୁଟାଇ ସେଥିରେ ବଛା ହେଇଥିବା ଚାଉଳ ପକାନ୍ତୁ ଓ ହାଣ୍ଡି ଉପରେ ଘୋଡଣି ଘୋଡେଇ ଦିଅନ୍ତୁ । ଅଧ ଘଣ୍ଟା ଭିତରେ ଭାତ ତିଆରି ହୋଇଯିବ । ଉସୁନା ଚାଉଳ ହୋଇଥିଲେ ଭାତ ହବା ପାଇଁ ଅଧିକ ସମୟ ନେଇଥାଏ । ଅରୁଆ ଚାଉଳରେ ଭାତ ଶୀଘ୍ର ହୋଇଥାଏ ।
ବିଭିନ୍ନ ପ୍ରକାର
ସମ୍ପାଦନାଆଧାର
ସମ୍ପାଦନା- ↑ "huinbap" 흰밥. Korean Food Foundation (in କୋରିଆନ୍). Retrieved 16 May 2017.[permanent dead link]
- ↑ ରେଫରେନ୍ସ - ପ୍ରସନ୍ନ କୁମାରୀ ଦେବୀ । ୨୦୦୮ (୧୯୯୭) । ଓଡ଼ିଶୀ ରନ୍ଧନ କଳା । କଟକ : ଅଗ୍ରଦୂତ ।
- ↑ ରେଫରେନ୍ସ - ପ୍ରସନ୍ନ କୁମାରୀ ଦେବୀ । ୨୦୦୮ (୧୯୯୭) । ଓଡ଼ିଶୀ ରନ୍ଧନ କଳା । କଟକ : ଅଗ୍ରଦୂତ ।