ଦସ୍ୟୁ ରତ୍ନାକର
୧୯୬୨ର ଓଡ଼ିଆ କଥାଚିତ୍ର
ଦସ୍ୟୁ ରତ୍ନାକର ୧୯୬୨ ମସିହାରେ[୧] ମୁକ୍ତିଲାଭ କରିଥିବା ଏକ ଆଂଶିକ ରଙ୍ଗୀନ [୨]ଓଡ଼ିଆ କଥାଚିତ୍ର । କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ପ୍ରଯୋଜନା ଓ ପ୍ରଭାତ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏଇଟି ଓଡ଼ିଆ କଥାଚିତ୍ର ଇତିହାସରେ ପ୍ରଥମ ଆଂଶିକ ରଙ୍ଗୀନ ଛବି । ଏଥିରେ ଶରତ ପୂଜାରୀ ନାୟକ ଭୂମିକାରେ ଅଭିନୟ କରିଥିବା ବେଳେ ପ୍ରଶାନ୍ତ ନନ୍ଦ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ।[୩][୪]
ଦସ୍ୟୁ ରତ୍ନାକର | |
---|---|
ନିର୍ଦ୍ଦେଶକ | ପ୍ରଭାତ ମୁଖାର୍ଜୀ |
ପ୍ରଯୋଜକ | କୃଷ୍ଣଚନ୍ଦ୍ର ତ୍ରିପାଠୀ , ଉତ୍କଳ ଚଳଚ୍ଚିତ୍ର ପ୍ରତିଷ୍ଠାନ (ପ୍ରାଇଭେଟ୍) ଲିମିଟେଡ |
କଳାକାର | ଶରତ ପୂଜାରୀ, ପ୍ରଶାନ୍ତ ନନ୍ଦ, ଶାନ୍ତି |
ସଙ୍ଗୀତ | ବାଳକୃଷ୍ଣ ଦାଶ |
ମୁକ୍ତିଲାଭ ତାରିଖ | ୧୯୬୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୯୮ହଜାର |
ଅଭିନୟରେ
ସମ୍ପାଦନାଓଡ଼ିଆ କଥାଚିତ୍ର ‘ଦସ୍ୟୁ ରତ୍ନାକର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ଶରତ ପୂଜାରୀ
- କୃଷ୍ନା
- ପ୍ରଶାନ୍ତ ନନ୍ଦ
- ମାଷ୍ଟର ମାଣିଆ
- ଧୀରେନ୍ଦ୍ର
- ରମେଶ
- ଶାନ୍ତି
ଗୀତ ଓ ସଙ୍ଗୀତ
ସମ୍ପାଦନାବାଳକୃଷ୍ଣ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
କ୍ରମ | ଗୀତ | ଗୀତିକାର | ଗାୟକ / ଗାୟିକା | ଦୃଶ୍ୟବନ୍ଧ |
---|---|---|---|---|
୧ | ମାୟାଘେରା ମଧୁବନେ | ଗୁରୁକୃଷ୍ଣ ଗୋସ୍ୱାମୀ | ନିର୍ମଳା ମିଶ୍ର | [୬] |
୨ | ଛଳଛଳ ମେଘ ଆଜି | ପ୍ରମୋଦ କୁମାର ପାଣିଗ୍ରାହୀ | ସତୀନାଥ ମୁଖାର୍ଜୀ | [୭] |
୩ | ବନ୍ଦନ ହେ | କାଳୀଚରଣ ପଟ୍ଟନାୟକ | ନବ କୁମାର ମିଶ୍ର ଓ ଉତ୍ପଳା ସେନ | [୮] |
୪ | ମାୟା ମାୟା ମାୟା | କାଳୀଚରଣ ପଟ୍ଟନାୟକ | ନବ କୁମାର ମିଶ୍ର | [୯] |
୫ | ରାମାୟଣ ପଦ | କାଳୀଚରଣ ପଟ୍ଟନାୟକ | ବାଳକୃଷ୍ଣ ଦାଶ | |
୬ | ଜୟ ରାମ ଜୟ | କାଳୀଚରଣ ପଟ୍ଟନାୟକ | ଶ୍ଯାମାମଣି ପଟ୍ଟନାୟକ ଓ ଉତ୍ପଳା ସେନ |
ଆଧାର
ସମ୍ପାଦନା- ↑ "Odia Cinema". odishafrontpage.com. 2012. Retrieved 10 January 2013.
Dashyu Ratnakar (1962)
[permanent dead link] - ↑ Newage Media & Publications Pvt. Ltd: ନଜର, ନିତିଦିନ[permanent dead link], accessdate: May 19, 2016
- ↑ "ଅତୀତରୁ". Dharitri E-Paper. Retrieved 5 May 2016.
- ↑ "ଅଭିନୟରେ କ'ଣ ପୂର୍ଣ୍ଣଛେଦ ପକାଇଛନ୍ତି ପ୍ରଶାନ୍ତ ନନ୍ଦ ?". sambad.in. 7 June 2018. Retrieved 10 June 2018.
- ↑ "Odia Movie Dasyu Ratnakara(1962) - YouTube". www.youtube.com. Retrieved 2023-11-26.
- ↑ Nirmala Mishra sings 'Mayaghera Madhubane.....' in Odia Movie 'Dasyu Ratnakara'(1962), retrieved 2023-11-26
- ↑ Satinath Mukherjee sings....Chhala Chhala Megha Aaji.... in Odia Movie Dasyu Ratnakara(1962), retrieved 2023-11-26
- ↑ Naba Kumar Mishra & Utpala Sen sings Bandana He..... in Odia Movie 'Dasyu Ratnakara'(1962), retrieved 2023-11-26
- ↑ Naba Kishore Mishra sings' Maya Maya Maya....... in Odia Movie Dasyu Ratnakara(1962), retrieved 2023-11-26
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଦସ୍ୟୁ ରତ୍ନାକର