ଦସ୍ୟୁ ରତ୍ନାକର

୧୯୬୨ର ଓଡ଼ିଆ କଥାଚିତ୍ର

ଦସ୍ୟୁ ରତ୍ନାକର ୧୯୬୨ ମସିହାରେ[୧] ମୁକ୍ତିଲାଭ କରିଥିବା ଏକ ଆଂଶିକ ରଙ୍ଗୀନ [୨]ଓଡ଼ିଆ କଥାଚିତ୍ର । ଏହା କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ପ୍ରଯୋଜନା ଓ ପ୍ରଭାତ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ । ଏଥିରେ ଶରତ ପୂଜାରୀ ନାୟକ ଭୂମିକାରେ ଅଭିନୟ କରିଥିବା ବେଳେ ପ୍ରଶାନ୍ତ ନନ୍ଦ ଶିଶୁକଳାକାର ଭାବେ ଅଭିନୟ କରିଥିଲେ ।[୩][୪]ବାଳକୃଷ୍ଣ ଦାସ ସ୍ୱରସଂଯୋଜନା କରିଥିଲେ ।

ଦସ୍ୟୁ ରତ୍ନାକର
ନିର୍ଦ୍ଦେଶକପ୍ରଭାତ ମୁଖାର୍ଜୀ
ପ୍ରଯୋଜକକୃଷ୍ଣଚନ୍ଦ୍ର ତ୍ରିପାଠୀ , ଉତ୍କଳ ଚଳଚ୍ଚିତ୍ର ପ୍ରତିଷ୍ଠାନ (ପ୍ରାଇଭେଟ୍) ଲିମିଟେଡ
କଳାକାରଶରତ ପୂଜାରୀ, ପ୍ରଶାନ୍ତ ନନ୍ଦ, ଶାନ୍ତି
ସଙ୍ଗୀତବାଳକୃଷ୍ଣ ଦାସ
ମୁକ୍ତିଲାଭ ତାରିଖ
୧୯୬୧
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୯୮ହଜାର

ଅଭିନୟରେସମ୍ପାଦନ କରନ୍ତୁ

ଓଡ଼ିଆ କଥାଚିତ୍ର ‘ଦସ୍ୟୁ ରତ୍ନାକର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାରସମ୍ପାଦନ କରନ୍ତୁ

  1. "Odia Cinema". odishafrontpage.com. 2012. Retrieved 10 January 2013. Dashyu Ratnakar (1962)
  2. Newage Media & Publications Pvt. Ltd: ନଜର, ନିତିଦିନ, accessdate: May 19, 2016
  3. "ଅତୀତରୁ". Dharitri E-Paper. Retrieved 5 May 2016.
  4. "ଅଭିନୟରେ କ'ଣ ପୂର୍ଣ୍ଣଛେଦ ପକାଇଛନ୍ତି ପ୍ରଶାନ୍ତ ନନ୍ଦ ?". sambad.in. 7 June 2018. Retrieved 10 June 2018.

ବାହାର ଆଧାରସମ୍ପାଦନ କରନ୍ତୁ