ଉତ୍ପଳା ସେନ
ଉତ୍ପଳା ସେନ (ଢାକା, ୧୨ ମାର୍ଚ୍ଚ , ୧୯୨୪ - କଲିକତା ୧୩ ମଇ, ୨୦୦୫) ବିଂଶ ଶତାବ୍ଦୀରେ ବଙ୍ଗଳା ଭାଷାର ଅନ୍ୟତମ ପ୍ରଧାନ ଗାୟିକା । ଏଗାରଟି ହିନ୍ଦୀ କଥାଚିତ୍ରରେ ସତରଟି ଗୀତ ମଧ୍ୟ ଗାଇଛନ୍ତି । ଆନନ୍ଦର କଥା ଯେ, ଓଡ଼ିଆ କଥାଚିତ୍ର ଦସ୍ୟୁ ରତ୍ନାକରରେ ସେ ଏବଂ ତାଙ୍କର ସ୍ବାମୀ ସତୀନାଥ ମୁଖାର୍ଜୀ କଣ୍ଠଦାନ କରିଥିଲେ[୧]।
ଉତ୍ପଳା ସେନ | |
---|---|
ଫାଇଲ:ଉତ୍ପଳା ସେନ.jpg | |
ଜନ୍ମ | |
ମୃତ୍ୟୁ | ୧୩ ମଇ ୨୦୦୫ | (ବୟସ ୮୧)
ବୃତ୍ତି | ପ୍ରଛଦପଟ ଗାୟିକା |
ସକ୍ରିୟ ବର୍ଷ | ୧୯୩୫-୨୦୦୫ |
ବୈବାହିକ-ସାଥୀ(s) | ବେନୁ ସେନ ସତୀନାଥ ମୁଖାର୍ଜୀ |
ପରିବାର | ଆଶୀଷ ସେନ (ପୁତ୍ର) ସୂର୍ଯ୍ୟ ସେନ(ନାତି) |