ତ୍ରୟୋଦଶୀ
'ତ୍ରୟୋଦଶୀ' ଚନ୍ଦ୍ରପକ୍ଷର ତ୍ରୟୋଦଶ ଦିବସ - ଚନ୍ଦ୍ରର ତ୍ରୟୋଦଶ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । ଦ୍ୱାଦଶୀର ପରବର୍ତ୍ତୀ ଓ ଚତୁର୍ଦ୍ଦଶୀର ପୂର୍ବବର୍ତ୍ତୀ ତିଥି । କୃଷ୍ଣପକ୍ଷର ତ୍ରୟୋଦଶୀକୁ କୃଷ୍ଣା ତ୍ରୟୋଦଶୀ ଓ ଶୁକ୍ଳପକ୍ଷର ତ୍ରୟୋଦଶୀକୁ ଶୁକ୍ଳା ତ୍ରୟୋଦଶୀ କହାଯାଇଥାଏ ।
ପର୍ବପର୍ବାଣି
ସମ୍ପାଦନା- ଆଷାଢ଼ ଶୁକ୍ଳ ତ୍ରୟୋଦଶୀ: ଜୟା ପାର୍ବତୀ ବ୍ରତ
- କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ: ବଡ଼ଓଷା,[୧]ଶ୍ରୀମନ୍ଦିରରେ ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ
- ଚୈତ୍ର କୃଷ୍ଣ ତ୍ରୟୋଦଶୀ: ବାରୁଣୀ ସ୍ନାନ
- ଚୈତ୍ର ଶୁକ୍ଳ ତ୍ରୟୋଦଶୀ: ଅନଙ୍ଗ ତ୍ରୟୋଦଶୀ[୨] (ମଦନ ତ୍ରୟୋଦଶୀ)
ଆଧାର
ସମ୍ପାଦନା- ↑ "ଏସବୁ ପାଇଁ ପାଳନ କରାଯାଏ ବଡ଼ ଓଷା". www.dharitri.com. ଧରିତ୍ରୀ. Archived from the original on 28 November 2020. Retrieved 28 November 2020.
- ↑ "ଅନଙ୍ଗ ତ୍ରୟୋଦଶୀ | Sambad". sambad.in. 23 April 2021. Retrieved 15 April 2022.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |