ତ୍ରିବିକ୍ରମ ମଲ୍ଲିକ
ଓଡ଼ିଆ ରାଜନୀତିଜ୍ଞ
ତ୍ରିବିକ୍ରମ ମଲ୍ଲିକ (୨୦ ଜାନୁଆରୀ ୧୯୪୦ - ୩୦ ଜାନୁଆରୀ ୨୦୦୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ତ୍ରିବିକ୍ରମ ମଲ୍ଲିକ | |
---|---|
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୩ | |
ପୂର୍ବ ଅଧିକାରୀ | ମୋହନ ନାଗ |
ପର ଅଧିକାରୀ | ଗଣନାଥ ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ବିଜେପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୦ ଜାନୁଆରୀ ୧୯୪୦ |
ମୃତ୍ୟୁ | ୩୦ ଜାନୁଆରୀ ୨୦୦୮ | (ବୟସ ୬୮)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ରତ୍ନମଞ୍ଜରୀ ଦେବୀ |
ବାପା/ବୋଉ | ଶୁଭ ମଲ୍ଲିକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାତ୍ରିବିକ୍ରମ ମଲ୍ଲିକ ୧୯୪୦ ମସିହାର ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶୁଭ ମଲ୍ଲିକ ଓ ପତ୍ନୀଙ୍କ ନାମ ରତ୍ନମଞ୍ଜରୀ ଦେବୀ ।[୧]
ରାଜନୈତିକ ଜୀବନ
ସମ୍ପାଦନାତ୍ରିବିକ୍ରମ ମଲ୍ଲିକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାତ୍ରିବିକ୍ରମ ମଲ୍ଲିକ ୨୦୦୮ ମସିହାର ଜାନୁଆରୀ ୩୦ ତାରିଖରେ ୬୮ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Tribikram Mallik". odishaassembly.nic.in. Odisha Assembly. Retrieved 24 July 2021.