ତାନୁକୁ
ତାନୁକୁ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ୱେସ୍ତ୍ ଗୋଦବରି ଜିଲ୍ଲାରେ ଅବସ୍ଥିତ ।
ତାନୁକୁ తణుకు | |
---|---|
ଦେଶ | ଭାରତ |
ରାଜ୍ୟ | ଆନ୍ଧ୍ରା ପ୍ରଦେଶ |
ଜିଲ୍ଲା | ପଶ୍ଚିମ ଗୋଦାବରି |
ସରକାର | |
• ପରିଚାଳନା | Municipality |
• MLA | ଅରିମିଲ୍ଲି ରାଧା କ୍ରିଷ୍ନା |
ଜନସଂଖ୍ୟା (୨୦୧୧)[୧] | |
• ମୋଟ | ୭୨,୩୪୮ |
ଭାଷା | |
• ସରକାରୀ | ତେଲୁଗୁ |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | ୫୩୪୨୧୧ |
Telephone code | +91–8819 |
ଗାଡ଼ି ପଞ୍ଜିକରଣ | ଏପି-୩୭ |
ଭୌଗଳିକ ଅବସ୍ଥିତିସମ୍ପାଦନ କରନ୍ତୁ
ତାନୁକୁ ୧୬.୭୫୩୨ ଉତ୍ତର ଅକ୍ଷାଂଶ ଓ ୮୧.୬୮୪୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୯ ଫୁଟ ଉଚ୍ଚତାରେ ରହିଛି ।[୩]
ଜନସଂଖ୍ୟା ଓ ସାକ୍ଷରତାସମ୍ପାଦନ କରନ୍ତୁ
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତାନୁକୁ ସହରର ମୋଟ ଜନସଂଖ୍ୟା ୬୬୭୭୯ ଅଟେ ।[୪] ସେଥି ମଧ୍ୟରୁ ୪୯.୬୬% ଜଣ ପରୁଷ ହୋଇଥିବା ବେଳେ ୫୦.୩୪% ଜଣ ନାରୀ ଅଟନ୍ତି । ତାନୁକୁର ସାକ୍ଷରତା ହାର ୭୫.୦୨% ଅଟେ । ଏହା ଜାତୀୟ ହାର ଠାରୁ ୧୦.୧୮% ପ୍ରତିଶତ କମ ଅଟେ । ସେଥିରୁ ୩୮.୭୧% ପ୍ରତିଶତ ପୁରୁଷ ଓ ୩୬.୩୨% ନାରୀ ଅଟନ୍ତି । ୧୦.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ଭାଷାସମ୍ପାଦନ କରନ୍ତୁ
ତେଲୁଗୁ ତାନୁକୁର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ "Census 2011". The Registrar General & Census Commissioner, India. Retrieved 19 March 2015.
- ↑ "Basic Information of Municipality". Tanuku Municipality. Retrieved 19 March 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.