ତାନୁକୁ
ଆନ୍ଧ୍ରପ୍ରଦେଶ ର ସହର
ତାନୁକୁ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ୱେସ୍ତ୍ ଗୋଦବରି ଜିଲ୍ଲାରେ ଅବସ୍ଥିତ ।
ତାନୁକୁ
తణుకు | |
---|---|
ଦେଶ | ଭାରତ |
ରାଜ୍ୟ | ଆନ୍ଧ୍ରା ପ୍ରଦେଶ |
ଜିଲ୍ଲା | ପଶ୍ଚିମ ଗୋଦାବରି |
Government | |
• Body | Municipality |
• MLA | ଅରିମିଲ୍ଲି ରାଧା କ୍ରିଷ୍ନା |
Population (୨୦୧୧)[୧] | |
• Total | ୭୨,୩୪୮ |
ଭାଷା | |
• ସରକାରୀ | ତେଲୁଗୁ |
Time zone | UTC+5:30 (IST) |
PIN | ୫୩୪୨୧୧ |
Telephone code | +91–8819 |
ଯାନବାହାନ ପଞ୍ଚୀକରଣ | ଏପି-୩୭ |
ଭୌଗଳିକ ଅବସ୍ଥିତି
ସମ୍ପାଦନାତାନୁକୁ ୧୬.୭୫୩୨ ଉତ୍ତର ଅକ୍ଷାଂଶ ଓ ୮୧.୬୮୪୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୯ ଫୁଟ ଉଚ୍ଚତାରେ ରହିଛି ।[୩]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତାନୁକୁ ସହରର ମୋଟ ଜନସଂଖ୍ୟା ୬୬୭୭୯ ଅଟେ ।[୪] ସେଥି ମଧ୍ୟରୁ ୪୯.୬୬% ଜଣ ପରୁଷ ହୋଇଥିବା ବେଳେ ୫୦.୩୪% ଜଣ ନାରୀ ଅଟନ୍ତି । ତାନୁକୁର ସାକ୍ଷରତା ହାର ୭୫.୦୨% ଅଟେ । ଏହା ଜାତୀୟ ହାରଠାରୁ ୧୦.୧୮% ପ୍ରତିଶତ କମ ଅଟେ । ସେଥିରୁ ୩୮.୭୧% ପ୍ରତିଶତ ପୁରୁଷ ଓ ୩୬.୩୨% ନାରୀ ଅଟନ୍ତି । ୧୦.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ଭାଷା
ସମ୍ପାଦନାତେଲୁଗୁ ତାନୁକୁର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Census 2011". The Registrar General & Census Commissioner, India. Retrieved 19 March 2015.
- ↑ "Basic Information of Municipality". Tanuku Municipality. Archived from the original on 18 December 2014. Retrieved 19 March 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.