ତାଡ଼ିଙ୍ଗ ଯୋଗୀ

ଓଡ଼ିଆ ରାଜନୀତିଜ୍ଞ

ତାଡ଼ିଙ୍ଗ ଯୋଗୀ (୧ ମଇ ୧୯୪୧ - ୨୪ ଫେବୃଆରୀ ୧୯୭୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନାରାୟଣପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ତାଡ଼ିଙ୍ଗ ଯୋଗୀ
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ନିର୍ବାଚନ ମଣ୍ଡଳୀନାରାୟଣପାଟଣା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1941-05-01)୧ ମଇ ୧୯୪୧
ମୃତ୍ୟୁ୨୪ ଫେବୃଆରୀ ୧୯୭୬(1976-02-24) (ବୟସ ୩୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ (ଆର୍)
ଜୀବନ ସାଥୀଶ୍ୟାମସୁନ୍ଦରୀ ତାଡ଼ିଙ୍ଗ
ବାପା/ବୋଉତାଡ଼ିଙ୍ଗ ନୁକା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ତାଡ଼ିଙ୍ଗ ଯୋଗୀ ୧୯୪୧ ମସିହାର ମଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ତାଡ଼ିଙ୍ଗ ନୁକା ଓ ପତ୍ନୀଙ୍କ ନାମ ଶ୍ୟାମସୁନ୍ଦରୀ ତାଡ଼ିଙ୍ଗ ।[୧]

ରାଜନୈତିକ ଜୀବନ ସମ୍ପାଦନା

ତାଡ଼ିଙ୍ଗ ଯୋଗୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ତାଡ଼ିଙ୍ଗ ଯୋଗୀ ୧୯୭୬ ମସିହାର ଫେବୃଆରୀ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Tadingi Jogi". odishaassembly.nic.in. Odisha Assembly. Retrieved 11 October 2022.