ଟ୍ରାମାଟେନିବ, ଏକ ବେପାର ନାମ ମେକିନିଷ୍ଟ, ହେଉଛି ଏକ ଔଷଧ ଯାହା କିଛି ପ୍ରକାରର ମେଲାନୋମା, ଅଣ-ଛୋଟ କୋଷ ଫୁସଫୁସ କର୍କଟ ଏବଂ ଆନାପ୍ଲାଷ୍ଟିକ ଥାଇରଏଡ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ନିର୍ଦ୍ଦିଷ୍ଟ ଭାବରେ ଏହା ବିଆରଏଏଫ ଭି୬୦୦ଇ (BRAF V600E) ମ୍ୟୁଟେସନ୍ ଯୋଗୁ ହେଉଥିବା କର୍କଟ ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]

ଟ୍ରାମାଟେନିବ
Clinical data
Trade namesMekinist
SynonymsGSK1120212, trametinib dimethyl sulfoxide (DMSO)
AHFS/Drugs.commonograph
MedlinePlusa613040
data
Pregnancy
category
  • US: D (Evidence of risk)
Routes of
administration
By mouth[୧]
Legal status
Legal status
Identifiers
  • N-(3-{3-Cyclopropyl-5-[(2-fluoro-4-iodophenyl)amino]-6,8-dimethyl-2,4,7-trioxo-3,4,6,7-tetrahydropyrido[4,3-d]pyrimidin-1(2H)-yl}phenyl)acetamide
ECHA InfoCard100.158.135 Edit this at Wikidata
Chemical and physical data
FormulaC26H23FIN5O4
Molar mass୬୧୫.୪0 g·mol−1
3D model (JSmol)
  • Ic1ccc(c(F)c1)N\C3=C\2/C(=O)N(C(=O)N(C/2=C(\C(=O)N3C)C)c4cccc(NC(=O)C)c4)C5CC5
  • InChI=1S/C26H23FIN5O4/c1-13-22-21(23(31(3)24(13)35)30-20-10-7-15(28)11-19(20)27)25(36)33(17-8-9-17)26(37)32(22)18-6-4-5-16(12-18)29-14(2)34/h4-7,10-12,17,30H,8-9H2,1-3H3,(H,29,34)
  • Key:LIRYPHYGHXZJBZ-UHFFFAOYSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ତରଳ ଝାଡ଼ା, ଥକାପଣ, ଫୁଲା, ବାନ୍ତି, ଏବଂ ଜ୍ୱର ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନୂତନ ଧରଣର କର୍କଟ, ରକ୍ତସ୍ରାବ, କୋଲାଇଟିସ୍, ରକ୍ତ ଜମାଟ ବାନ୍ଧିବା ଏବଂ ହୃଦ୍‌ପାତ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ଏମଇକେ (MEK) ପ୍ରତିବନ୍ଧକ ଏବଂ ଉଭୟ ଏମଇକେ୧ (MEK1) ଏବଂ ଏମଇକେ୨ (MEK2)କୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩]

୨୦୧୩ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୪ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟ୍ରାମାଟେନିବ ଅନୁମୋଦିତ ହୋଇଥିଲା ।[୨] [୧] ଯୁକ୍ତରାଜ୍ୟରେ ଏକ ମାସର ଔଷଧ ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୪,୮୦୦ ଖର୍ଚ୍ଚ କରିଥାଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୩,୨୦୦ ଡଲାର ଅଟେ । [୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Mekinist". Archived from the original on 9 August 2021. Retrieved 8 October 2021.
  2. ୨.୦ ୨.୧ ୨.୨ ୨.୩ "Trametinib Dimethyl Sulfoxide Monograph for Professionals". Drugs.com (in ଇଂରାଜୀ). Archived from the original on 11 April 2020. Retrieved 8 October 2021.
  3. "Trametinib". NCI Drug Dictionary. U.S. Department of Health and Human Services, National Institutes of Health, National Cancer Institute. Archived from the original on 2015-05-11. Retrieved 2021-07-21.
  4. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1060. ISBN 978-0-85711-369-6.{{cite book}}: CS1 maint: date format (link)
  5. "Mekinist Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 April 2021. Retrieved 8 October 2021.