ଟେରିପାରାଟାଇଡ

ଏହା ଓଷ୍ଟିଓପୋରୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ପାରାଥାଇରଏଡ଼ ହରମୋନ (PTH) ।

ଟେରିପାରାଟାଇଡ, ଏକ ବେପାର ନାମ ଫୋର୍ଟିଓ, ହେଉଛି ଓଷ୍ଟିଓପୋରୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ପାରାଥାଇରଏଡ଼ ହରମୋନ (PTH) ।[] ଯେଉଁମାନଙ୍କର ବାଇଫୋସଫୋନେଟ କାମ କରେ ନାହିଁ କିମ୍ବା ଅତ୍ୟଧିକ ବିପଦ ଥିଲେ ଏହା ବ୍ୟବହୃତ ହୋଇପାରେ ।[] ଏହା ଚର୍ମ ତଳେ ଇଞ୍ଜେକସନଦ୍ୱାରା ଦିଆଯାଏ | [] ଏହା ଦୁଇ ବର୍ଷ ପର୍ଯ୍ୟନ୍ତ ବ୍ୟବହୃତ ହୋଇପାରେ ।[]

ଟେରିପାରାଟାଇଡ
Clinical data
Trade namesForteo, Forsteo, Teribone, Bonsity
AHFS/Drugs.commonograph
MedlinePlusa603018
data
Pregnancy
category
Routes of
administration
Subcutaneous
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx only
Pharmacokinetic data
Bioavailability95%
MetabolismLiver (nonspecific proteolysis)
Elimination half-lifeSubcutaneous: 1 hour
ExcretionKidney (metabolites)
Identifiers
ECHA InfoCard100.168.733 Edit this at Wikidata
Chemical and physical data
FormulaC181H291N55O51S2
Molar mass୪,୧୧୭.୭୭ g·mol−1
3D model (JSmol)
  • [H]/N=C(\N)/NCCC[C@@H](C(=O)N[C@@H](C(C)C)C(=O)N[C@@H](CCC(=O)O)C(=O)N[C@@H](Cc1c[nH]c2c1cccc2)C(=O)N[C@@H](CC(C)C)C(=O)N[C@@H](CCCN/C(=N/[H])/N)C(=O)N[C@@H](CCCCN)C(=O)N[C@@H](CCCCN)C(=O)N[C@@H](CC(C)C)C(=O)N[C@@H](CCC(=O)N)C(=O)N[C@@H](CC(=O)O)C(=O)N[C@@H](C(C)C)C(=O)N[C@@H](Cc3cnc[nH]3)C(=O)N[C@@H](CC(=O)N)C(=O)N[C@@H](Cc4ccccc4)C(=O)O)NC(=O)[C@H](CCC(=O)O)NC(=O)[C@H](CCSC)NC(=O)[C@H](CO)NC(=O)[C@H](CC(=O)N)NC(=O)[C@H](CC(C)C)NC(=O)[C@H](Cc5cnc[nH]5)NC(=O)[C@H](CCCCN)NC(=O)CNC(=O)[C@H](CC(C)C)NC(=O)[C@H](CC(=O)N)NC(=O)[C@H](Cc6cnc[nH]6)NC(=O)[C@H](CCSC)NC(=O)[C@H](CC(C)C)NC(=O)[C@H](CCC(=O)N)NC(=O)[C@H]([C@@H](C)CC)NC(=O)[C@H](CCC(=O)O)NC(=O)[C@H](CO)NC(=O)[C@H](C(C)C)NC(=O)[C@H](CO)N
  • InChI=1S/C181H291N55O51S2/c1-21-96(18)146(236-160(267)114(48-53-141(250)251)212-174(281)132(84-239)232-177(284)143(93(12)13)233-147(254)103(185)82-237)178(285)216-111(45-50-134(187)241)155(262)219-119(65-90(6)7)163(270)213-116(55-62-289-20)158(265)224-124(71-100-79-196-86-203-100)167(274)226-126(73-135(188)242)169(276)217-117(63-88(2)3)148(255)201-81-138(245)205-105(39-27-30-56-182)149(256)223-123(70-99-78-195-85-202-99)166(273)221-121(67-92(10)11)164(271)225-128(75-137(190)244)171(278)231-131(83-238)173(280)214-115(54-61-288-19)157(264)210-112(46-51-139(246)247)153(260)208-109(43-34-60-199-181(193)194)159(266)234-144(94(14)15)175(282)215-113(47-52-140(248)249)156(263)222-122(69-98-77-200-104-38-26-25-37-102(98)104)165(272)220-120(66-91(8)9)161(268)209-108(42-33-59-198-180(191)192)151(258)206-106(40-28-31-57-183)150(257)207-107(41-29-32-58-184)152(259)218-118(64-89(4)5)162(269)211-110(44-49-133(186)240)154(261)228-129(76-142(252)253)172(279)235-145(95(16)17)176(283)229-125(72-101-80-197-87-204-101)168(275)227-127(74-136(189)243)170(277)230-130(179(286)287)68-97-35-23-22-24-36-97/h22-26,35-38,77-80,85-96,103,105-132,143-146,200,237-239H,21,27-34,39-76,81-84,182-185H2,1-20H3,(H2,186,240)(H2,187,241)(H2,188,242)(H2,189,243)(H2,190,244)(H,195,202)(H,196,203)(H,197,204)(H,201,255)(H,205,245)(H,206,258)(H,207,257)(H,208,260)(H,209,268)(H,210,264)(H,211,269)(H,212,281)(H,213,270)(H,214,280)(H,215,282)(H,216,285)(H,217,276)(H,218,259)(H,219,262)(H,220,272)(H,221,273)(H,222,263)(H,223,256)(H,224,265)(H,225,271)(H,226,274)(H,227,275)(H,228,261)(H,229,283)(H,230,277)(H,231,278)(H,232,284)(H,233,254)(H,234,266)(H,235,279)(H,236,267)(H,246,247)(H,248,249)(H,250,251)(H,252,253)(H,286,287)(H4,191,192,198)(H4,193,194,199)/t96-,103-,105-,106-,107-,108-,109-,110-,111-,112-,113-,114-,115-,116-,117-,118-,119-,120-,121-,122-,123-,124-,125-,126-,127-,128-,129-,130-,131-,132-,143-,144-,145-,146-/m0/s1 ☒N
  • Key:OGBMKVWORPGQRR-UMXFMPSGSA-N ☒N
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯନ୍ତ୍ରଣା, ଅଇ, ରାସ, ଅବସାଦ ଏବଂ ଦାନ୍ତ ସମସ୍ୟା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଓଷ୍ଟିଓସ୍କାର୍କୋମା, ଆନାଫାଇଲକସିସ, ଛିଡା ହେବା ସହିତ ନିମ୍ନ ରକ୍ତଚାପ ହେବାର ଆଶଙ୍କା ରହିପାରେ ।[] ଏହା ପିଟିଏଚର ସକ୍ରିୟ ଅଂଶକୁ ନେଇ ଗଠିତ ଏବଂ ହାଡ ଗଠନକୁ ପ୍ରୋତ୍ସାହିତ କରି କାର୍ଯ୍ୟକ୍ଷମ ହୁଏ ।[] []

୨୦୦୨ ମସିହାରେ ଆମେରିକାରେ ଏବଂ ୨୦୦୩ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟେରିପାରାଟାଇଡ ଅନୁମୋଦିତ ହୋଇଥିଲା ।[][] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସର ଖର୍ଚ୍ଚ ପ୍ରାୟ ୨୪୦ ପାଉଣ୍ଡ ହୋଇଥାଏ ।[] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରାୟ ୩,୯୦୦ ଡଲାର ।[]

  1. ୧.୦ ୧.୧ "Teriparatide Use During Pregnancy". Drugs.com. 25 November 2019. Archived from the original on 27 October 2020. Retrieved 14 September 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Teriparatide". drugs.com. American Society of Health-System Pharmacists. Archived from the original on 29 June 2021. Retrieved 1 October 2021.
  3. ୩.୦ ୩.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 774. ISBN 978-0-85711-369-6.{{cite book}}: CS1 maint: date format (link)
  4. ୪.୦ ୪.୧ "Forsteo EPAR". European Medicines Agency (EMA). 17 September 2018. Archived from the original on 27 June 2020. Retrieved 26 June 2020.
  5. "Forteo". Goodrx.com. Archived from the original on 11 November 2016. Retrieved 1 October 2021.