ଟୁଇନ୍ସ

୨୦୨୩ ଓଡ଼ିଆ କଥାଚିତ୍ର

ଟୁଇନ୍ସ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ଷୀରୋଦ ପଟ୍ଟନାୟକ । ସ୍ୱାତ୍ୟକୀ କୁଣ୍ଡୁ ଏହାର କାହାଣୀ ରଚନା କରିଥିଲେ ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାସେଶ ମହାନ୍ତି ।[୨]

ଟୁଇନ୍ସ
ନିର୍ଦ୍ଦେଶକରାସେଶ ମହାନ୍ତି
ପ୍ରଯୋଜକକ୍ଷୀରୋଦ ପଟ୍ଟନାୟକ
କାହାଣୀସାତ୍ୟକୀ କୁଣ୍ଡୁ
କଳାକାରରିୟା ଦେ
ହରିହର ଦାସ
ସନ୍ତୋଷ ନାରାୟଣ ଦାସ
କିର୍ତ୍ତୀ ମହାନ୍ତି
ସଙ୍ଗୀତଗୁଡଲୀ ରଥ
ମୁକ୍ତିଲାଭ ତାରିଖ
୪ ଜୁନ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ରିୟା ଦେ, ହରିହର ଦାସ, ସନ୍ତୋଷ ନାରାୟଣ ଦାସ, କିର୍ତ୍ତୀ ମହାନ୍ତି, ଲତାସା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଅଭିନୟ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡଲୀ ରଥ । ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସ୍ୱୟମ ପାଢ଼ୀ, ଲିପ୍ସା ମହାପାତ୍ର, ଅର୍ପିତା ଚୌଧୁରୀ, ଶାନ୍ତନୁ ସିଦ୍ଧିସ୍ନା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪] ୧ ଜୁନ ୨୦୨୩ରେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୧]

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ତୁ ଆସିବା ପରେ"ଶାନ୍ତନୁ ସିଦ୍ଧସ୍ନା, ଲିପ୍ସା ମହାପାତ୍ର 
2."ଆଇ ଲଭ୍ ୟୁ ପ୍ରିୟା"ସ୍ୱୟମ ପାଢ଼ୀ, ଲିପ୍ସା ମହାପାତ୍ର 

ମୁକ୍ତିଲାଭ ସମ୍ପାଦନା

ଏହି କଥାଚିତ୍ରଟି ୨୦୨୩ ମସିହାର ଜୁନ ୪ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ Panda, Abhayananda (2 June 2023). "୪ରେ ଜୀ ସାର୍ଥକର ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଟୁଇନ୍ସ' - Dharitri". Dharitri Odia News. Archived from the original on 28 September 2023. Retrieved 28 September 2023.
  2. "ଦୁଇ ଯାଆଁଳା ଭଉଣୀଙ୍କ କଥା...ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର 'ଟ୍ୱିନ୍ସ', ଲୋକାର୍ପିତ ହେଲା ଅଡିଓ". Samaja Live (in Odia). 1 June 2023. Archived from the original on 28 September 2023. Retrieved 28 September 2023.{{cite web}}: CS1 maint: unrecognized language (link)
  3. "ରିୟା-ହରିଙ୍କ ଟୁଇନ୍ସ". ସମ୍ବାଦ. No. ରବିବାର. 4 June 2023. p. 8. Archived from the original on 28 September 2023. Retrieved 28 September 2023.
  4. Sethy, Rajesh (1 June 2023). "ଜୀ ସାର୍ଥକ ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର 'ଟ୍ୱିନ୍ସ'ର ଅଡିଓ ଲୋକାର୍ପିତ". Kanak News (in Odia). Archived from the original on 28 September 2023. Retrieved 28 September 2023.{{cite web}}: CS1 maint: unrecognized language (link)
  5. "ଜୀ ସାର୍ଥକରେ 'ଟ୍ୱିନ୍ସ'". ପ୍ରମେୟ. No. ରବିବାର. 4 June 2023. p. 8. Archived from the original on 28 September 2023. Retrieved 28 September 2023.

ବାହାର ଆଧାର ସମ୍ପାଦନା